Showing posts with label Health. Show all posts
Showing posts with label Health. Show all posts

Saturday 20 January 2024

Recruitment of Doctors on 12th of every month through walk-in-interview

ସରକାରୀ ମେଡିକାଲ କଲେଜରେ ଡାକ୍ତର ପଦବୀ ପୂରଣ ପାଇଁ ପ୍ରତିମାସରେ ସାକ୍ଷାତକାର ଆୟୋଜନ କରାଯାଇ ଚୁକ୍ତିଭିତ୍ତିକ କିମ୍ବା ଡେପୁଟିସନ ରେ ଜୁନିଅର ରେସିଡେଣ୍ଟ , ସିନିଅର ରେସିଡେଣ୍ଟ, ଟ୍ୟୁଟର, ଆସିଷ୍ଟାଣ୍ଟ ପ୍ରଫେସର, ଆସୋଷିଏଟ ପ୍ରଫେସର ଇତ୍ୟାଦି ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ପ୍ରତ୍ୟେକ ମେଡିକାଲ କଲେଜରେ ପ୍ରତି ମାସର ୧୨ ତାରିଖରେ ଏହି କାଉନସେଲିଂ କରାଯିବ ଏବଂ ଅବଶିଷ୍ଟ ପଦବୀ ପାଇଁ ପ୍ରତି ମାସ ୨୫ ତାରିଖରେ DMET ପକ୍ଷରୁ କାଉନସେଲିଂ କରାଯିବ ।

Wednesday 3 January 2024

Monthly stipend enhanced for students pursuing D Pharm / ANM / Nursing etc

After careful consideration, Odisha Government is pleased to enhance the monthly stipend in favour of the students pursuing D Pharm, ANM, BSc Nursing, MPhil in Clinical Psychology or Psychiatric Social Work courses in Government institutions across the State.

Wednesday 6 December 2023

New Medical College and Hospital at Talcher

State Government has approved setting up of a new Medical College namely Pabitra Mohan Pradhan Medical College and Hospital at Talcher.In preparation for functionalization of the new Medical College, the existing Nehru Shata di Hospital of MCL is being taken over by the Government. After careful consideration, Government have been pleased to name this hospital as the Pabitra Mohan Pradhan Government Hospital which will function as the future teaching hospital for the proposed Medical College.

Thursday 20 July 2023

Creation of 5000 posts in Health & FW Department

Odisha Government sanctions creation of 5000 posts of Leave Training Reserve Medical Officer (LTRMO) in the rank of Group-A (Junior Branch) of Odisha Medical & Health Services (OMHS) cadre in the scale of pay of level-12 of pay mayrix of ORSP Rules, 2017.


Monday 28 November 2022

Hemoglobin Test Camp @ Odisha Secretariat

ଆଜିଠାରୁ ରାଜ୍ଯ ସଚିବାଳୟ ପରିସରରେ ସମସ୍ତ କର୍ମଚାରୀ ମାନଙ୍କ ପାଇଁ ହେମୋଗ୍ଲୋବିନ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ଏହା ଆସନ୍ତା ନଭେମ୍ବର ୩୦ ପର୍ୟ୍ଯନ୍ତ ଚାଲିବ। ମୋଟ ଛଅଟି ଷ୍ଟଲ ଖୋଲାଯାଇ ମାତ୍ର ଦୁଇ ମିନିଟ୍ ରେ ରିପୋର୍ଟ ଦିଆଯାଇ ପାରୁଛି। 
 3T Campaign 
TEST - TREAT - TALK
Chief Secretary Sri Suresh Ch Mahapatra inaugurated the campaign termed as 3T (Test, Treat and Talk)  against anemia for all officers and employees of Lokseba Bhawan today. Six stalls for testing of anemic level with awareness materials were set up in lawn of the Lokseba Bhawan. Blood test reports could be given within two minutes. 

AMLAN

The Odisha government on 23rd November, 2022 la

unched 

Anaemia Mukta Lakhya Abhiyan

 (AMLAN), a multi-departmental campaign to reduce anaemia or haemoglobin deficiency in the state. 

Around 55,000 Government and Government aided schools and 74,000 Anganwadis would be the points of service delivery. 









Thursday 20 October 2022

Inauguration of Kendrapara District Headquarters Hospital Building


କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି। ୨୦୦ଟି ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲରେ ଅତ୍ୟାଧୁନିକ ଓପିଡି, ୩୪ଟି ଆଇସିୟୁ, ରେଡିଓଲୋଜି ଓ ଏମଆରଆଇ ସିଟି ସ୍କାନ୍ ପରି ବିଭିନ୍ନ ଉନ୍ନତ ବ୍ୟବସ୍ଥା ହୋଇଛି। ଏହି ହସ୍ପିଟାଲ କେନ୍ଦ୍ରାପଡ଼ାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିବାରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ‘ପ୍ରତି ଜୀବନ ମୂଲ୍ୟବାନ’ ମନ୍ତ୍ର ଉପରେ ଗୁରୁତ୍ଵ ଦେଇ ହସ୍ପିଟାଲ ଆସୁଥିବା ରୋଗୀଙ୍କୁ ନିଷ୍ଠା ଓ ସମ୍ମାନର ସହ ସେବା କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।