Tuesday, 13 January 2026

'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର

ଓଡ଼ିଶାର ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସୁସଂଗଠିତ ଓ ଗତିଶୀଳ କରିବା ଲକ୍ଷ୍ୟରେ ଏକ ଅତ୍ୟାଧୁନିକ 'ନୂତନ ଲୋକସେବା ଭବନ' ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ପ୍ରାୟ ୭୧.୧୩ ଏକର ପରିମିତ ଏକ ବିଶାଳ ସମନ୍ୱିତ କ୍ୟାମ୍ପସ ମଧ୍ୟରେ ଉଭୟ ଲୋକସେବା ଭବନ ଓ ରାଜ୍ୟ ବିଧାନସଭା କାର୍ଯ୍ୟ କରିବ। ଏହି ଭବ୍ୟ ପ୍ରକଳ୍ପ ଓଡ଼ିଶାର ବୈଭବ ଓ ଆଧୁନିକ ପ୍ରଶାସନିକ ଭିତ୍ତିଭୂମିର ଏକ ନୂତନ ପରିଚୟ ସୃଷ୍ଟି କରିବ।










ଜୟଦେବ ବିହାର-ନନ୍ଦନକାନନ ରୋଡ୍‌ର ଉନ୍ନତିକରଣ ଓ ଫ୍ଲାଏଓଭର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

 ଜୟଦେବ ବିହାର-ନନ୍ଦନକାନନ ରୋଡ

କଳିଙ୍ଗ ଷ୍ଟାଡିୟମ୍ (ଗେଟ୍ ନଂ-) ଠାରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ . କିଲୋମିଟର ରାସ୍ତାର ହେବ ଆଧୁନିକୀକରଣ ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର

ଭୁବନେଶ୍ୱର ବ୍ୟାପକ ବିକାଶ ଯୋଜନା (CDP) -୨୦୩୦ ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ୍ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ଏକ . କିଲୋମିଟର ବିଶିଷ୍ଟ ଉତ୍ସର୍ଗୀକୃତ ଏବଂ ବାଧାମୁକ୍ତ କରିଡର ବିକାଶ କରାଯିବ। ଏଥିପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି

ବର୍ତ୍ତମାନର -ଲେନ୍ ରାସ୍ତାକୁ -ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ। ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନଠାରେ -ଲେନ୍ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ କରାଯିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି

ଜୟଦେବ ବିହାର ଛକଠାରେ ଏନ୍ଏଚ୍‌-୧୬ ଉପରେ ଏକ ୧୯୦ ମିଟର ଲମ୍ବର -ଲେନ୍ ବିଶିଷ୍ଟ କେବୁଲ୍-ଷ୍ଟେଡ୍ ବ୍ରିଜ୍ ନିର୍ମାଣ କରାଯିବ

ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରାୟ ୧୭. କିଲୋମିଟର ଲମ୍ବର . ମିଟର ଓସାର ବିଶିଷ୍ଟ ସର୍ଭିସ୍ ରୋଡ୍ ଏବଂ କିଲୋମିଟର ଲମ୍ବର . ମିଟର ଓସାର ବିଶିଷ୍ଟ ସ୍ଲିପ୍ ରୋଡ୍ ନିର୍ମାଣ କରାଯିବ।

ସହରର ବିଭିନ୍ନ ପ୍ରମୁଖ ଛକ ଯେପରିକି - ଜୟଦେବ ବିହାର, ଜାଭିୟର୍ ଛକ, କଳିଙ୍ଗ ହସ୍ପିଟାଲ୍ ଛକ, କେୟାର୍ ହସ୍ପିଟାଲ୍ ଛକ, ଡମଣା ଛକ, ଇନଫୋସିଟି ଛକ, ଶିଶୁ ବିହାର ଜଙ୍କସନ, କିଟ୍ ଛକ ଏବଂ କଳାରାହାଙ୍ଗ ଜଙ୍କସନ୍ଠାରେ 'ଏଟ୍ ଗ୍ରେଡ୍' ରାଉଣ୍ଡଅବାଉଟ୍ (ଗୋଲେଇ) ଆକୃତିରେ ନିର୍ମାଣ କରାଯିବ








Courtesy : X Account of @PrithivirajBJP


Sunday, 11 January 2026

Closing ceremony of 16th Secretariat Open Badminton Tournament

ଗତ ଜାନୁଆରୀ 6 ତାରିଖରୁ ଆରମ୍ଭ ହୋଇଥିବା ଶୋଡ଼ଦଶ ସଚିବାଳୟ ଓପେନ ବ୍ୟାଡ଼ମୀଣ୍ଟନ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି l ଏଥିରେ ବିଭିନ୍ନ ବିଭାଗରେ ନିମ୍ନଲିଖିତ ଖେଳାଳୀ ମାନେ ବିଜୟୀ ହୋଇ ଟ୍ରଫି ହାସଲ କରିଥିଲେ. I

Mens Singles : 

Motilal Kalo (Winner)

Runtu Sahu (Runner up)

Mens Doubles : 
Swetambar Nayak & Motilal Kalo (W)

Runtu Sahu & Rajesh Das(R)

Women Singles : 
Monali Pradhan (W)

Nibedita Kisan (R)

Women Doubles : 

Monali Pradhan & Madhusmita Jena (W)
Nibedita Kisan & Snehasmita Sahu (R)


Mixed Doubles : 

Runtu Sahu & Nibedita Kisan (W)

Rajesh Das & Madhusmita Jena (R)

Veteran Mens Singles : 


Mahendra Kumar Barik (W)


Kumar Naik (R)


Veteran Mens Doubles : 

Bhaskar Raito & Kamalakanta Behera (W)


Ajaya Kumar Bai & Nirmal Deobhanj (R)


 


Friday, 9 January 2026

Cabinet Decision : 09.01.2026

ତା.୯.୦୧.୨୦୨୬ ରିଖ ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ       
ପ୍ରେସ୍ ବିବୃତ୍ତି
ଭୁବନେଶ୍ୱର ତା-୯/୦୧/୨୦୨୬

ଆଜି ରାଜ୍ୟ କ୍ୟାବିନେଟର ୩୪ ତମ  ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା  l  ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା  ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ  । 

କ୍ୟାବିନେଟ ବୈଠକରେ ମୋଟ ୮ ଟି ବିଭାଗର ୧୧ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି  l  ତନ୍ମଧ୍ୟରେ ଶିଳ୍ପ ବିଭାଗ, ଗୃହ ( ସ୍ୱରାଷ୍ଟ୍ର)ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ବ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ ଟି, ଏହିପରି ମୋଟ ୧୧ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଗତ କରାଯାଇ ଆଲୋଚନା ପୂର୍ବକ ସମସ୍ତ ପ୍ରସ୍ତାବ ଅନୁମୋଦନ କରାଯାଇଥିବା ଜଣାଯାଇଛି ଲ







                                                                                                                   

Final Day of 16th Secretariat Open Badminton Tournament

16th Secretariat Open Badminton Tournament
6th - 9th January, 2025 @ 5:45 PM onwards
Venue : Secretariat Mini Stadium, Lokseva Bhawan

MATCHES ON 9TH JANUARY, 2026

Wednesday, 7 January 2026

House lusting for Census starts from 1st April to 30th September, 2026

MINISTRY OF HOME AFFAIRS
(Office Of Registrar General, India)
NOTIFICATION
New Delhi, the 7th January, 2026

S.O. 99(E).—In exercise of the powers conferred by section 3 and section 17A of the Census Act, 1948 (37 of 1948) read with rules 6A and 6D of the Census Rules, 1990 and in supersession of the notification of the Government of India in the Ministry of Home Affairs (Office of the Registrar General, India) number S.O. 119(E), dated the 7th January, 2020, published in the Gazette of India, Extraordinary, Part II, Section 3,
Sub-section (ii), dated the 9th January, 2020, except as respects things done or omitted to be done before such supersession, the Central Government hereby declares that the house listing operations of the Census of India 2027 shall take place between 1st April, 2026 and 30th September, 2026 in all States and Union territories in India during the period of thirty days specified by each State and Union territory. There shall also be an option for self-enumeration which shall be conducted in fifteen days’ time period just before the start of house to house houselisting operations of thirty days.

[F. No: 9/8/2025- CD (Cen)]
MRITUNJAY KUMAR NARAYAN, 
Registrar General and Census Commissioner

Gazette Notification 

OTET allowed for candidates with 2-year B.Ed (Special Education) course

The State Government has been pleased to extend eligibility for the Odisha Teacher Eligibility Test (OTET) under Category–II to candidates who have passed the 2-year B.Ed (Special Education) course.

Earlier, only candidates with a 1-year B.Ed (Special Education) qualification were permitted to appear for the examination.



493 Dt. 06.01.2026