Wednesday, 22 July 2020

SOP for Telemedicine during lockdown

ରାଜ୍ୟର ୭ଟି ସରକାରୀ ମେଡିକାଲ କଲେଜ ଓ ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ୪୧ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଟେଲି ମେଡିସିନ୍ ସେବା ଆରମ୍ଭ ହୋଇଛି। କୋଭିଡ-୧୯ ଭଳି ସ୍ଥିତିରେ ନିହାତି ଆବଶ୍ୟକ ନ ହେଲେ ଡାକ୍ତରଖାନା ଯାଆନ୍ତୁ ନାହିଁ। ଦିଆଯାଇଥିବା ନମ୍ବରରେ ଡାକ୍ତରଙ୍କ ସହ ସିଧାସଳଖ ପରାମର୍ଶ କରନ୍ତୁ। ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

No comments: