Thursday 29 April 2021

Application for Pension Adalat through HRMS extended till 15th May

ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ବତନ୍ତ୍ର ପେନସନ୍ ଅଦାଲତ ପାଇଁ ଦରଖାସ୍ତ ଗ୍ରହଣ ତାରିଖକୁ ୩୦ ଏପ୍ରିଲରୁ ୧୫ ମଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫୌଜଦାରୀ, ଭିଜିଲାନ୍ସ ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନଥିବା କର୍ମଚାରୀମାନେ ଏଚଆରଏମଏସ୍ ପୋର୍ଟାଲରେ ଆବେଦନ କରିପାରିବେ।

No comments: