୨୩।୦୬।୨୦୨୨ : ଓଡ଼ିଶା ସଚିବାଳୟ ସେବା ସଂଘ (ଓସା) ର ନିର୍ବାଚନ ପରେ ପ୍ରଥମ ସାଧାରଣ ପରିଷଦ ବୈଠକ ଆଜି ସଂଧ୍ଯାରେ ଓସା ହାଉସରେ ଅନୁଷ୍ଠିତ ହୋଇଯାଇଛି। ସବୁ ବିଭାଗର ପ୍ରାୟ ୧୫୦ ମନୋନୀତ ସଭ୍ଯ ଏଥିରେ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ। ମନୋରଞ୍ଜନ ଦାସ ତଥା ଚିତ୍ତରଞ୍ଜନ ହୋତାଙ୍କ ଭଳି ବରିଷ୍ଠ ସଭ୍ଯ କ୍ୟାଡର ପୁନଃର୍ଗଠନ ସମ୍ବନ୍ଧରେ ଆଲୋକପାତ କରିବା ସହିତ ସଭ୍ଯ ମାନଙ୍କର ଉନ୍ନତି ପାଇଁ ବିବିଧ ପଦକ୍ଷେପ ନେବାକୁ ପ୍ରସ୍ତାବ ରଖିଥିଲେ। ନିର୍ବାଚିତ କର୍ମକର୍ତ୍ତାଗଣ ନିର୍ବାଚନ ଇସ୍ତାହାରରେ ସ୍ଥାନୀତ ଅନେକ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବାର ନିଜ ଅଭିଭାଷଣରେ ଜଣାଇଥିଲେ। ଶେଷରେ, ସଂଘର ସାଧାରଣ ସଂପାଦକ ଶ୍ରୀ ପ୍ରଜତ୍ନ ବରାଳ ନିଜ ବକ୍ତବ୍ଯ ରେ ସଂଘର ସମସ୍ତ କାର୍ଯ୍ୟକ୍ରମ ତଥା ସରକାରଙ୍କ ନିକଟରେ ଥିବା ବିଭିନ୍ନ ଦାବୀର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଅନେକ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ର ସମ୍ୟକ୍ ସୂଚନା ଦେଇଥିଲେ।
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS/NPS/UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)

No comments:
Post a Comment