Wednesday 1 May 2024

Volleyball Tournament 2024 : FINAL MATCH

ସଚିବାଳୟ ମିନି ଷ୍ଟାଡିୟମରେ ଆୟୋଜିତ ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ତା.୦୧.୦୫.୨୦୨୪ ରିଖରେ ଅନୁଷ୍ଠିତ ହେବ। ଏଥିରେ ପ୍ରଥମ ସେମିଫାଇନାଲ ବିଜେତା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତାର ପ୍ରତିଦ୍ୱନ୍ଦ୍ୱୀ ତଥା ଦ୍ୱିତୀୟ ସେମିଫାଇନାଲ ବିଜେତା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ କୁ ଭେଟିବ। 

ସେହିପରି ଥ୍ରୋ-ବଲର (ମହିଳା) ଫାଇନାଲ ମ୍ୟାଚ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ  ରେନ୍-ବୋ ଦଳ ସହିତ ଖେଳାଯିବ। 

No comments: