Wednesday 3 April 2024

Holiday declaration and special CL for Government Employees during General Election - 2024

Declaration of HOLIDAY on the day of polling : ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଓଡିଶା ରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ସରକାରୀ  କାର୍ଯ୍ୟାଳୟ / କୋର୍ଟ / ବ୍ୟାଙ୍କ  କର୍ମାଚାରୀମାନଙ୍କ ପାଇଁ ୧୩ ମଇ, ୨୦ ମଇ, ୨୫ ମଇ ଓ ୧ ଜୁନ କୁ ଛୁଟି ଘୋଷଣା କରାଯାଇଛି। 

10038 Dt.03.04.2024 (Govt office / Court) 

10030 Dt.03.04.2024 (Bank) 

SPECIAL CASUAL LEAVE to Government Employees for enabling them to vote : ଯେଉଁ ସରକାରୀ କର୍ମଚାରୀ ନିଜ ନିର୍ବାଚନ ମଣ୍ଡଳୀ ଠାରୁ ଦୂରରେ ରହି ଚାକିରୀ କରୁଛନ୍ତି, ସେମାନଙ୍କୁ ଭୋଟ ଦେବା ଉଦ୍ଦେଶ୍ଯରେ ଦୁଇଦିନ ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି। ମତଦାନ ଦିବସକୁ ସଂପ୍ରୁକ୍ତ ନିର୍ବାଚନ ମଣ୍ଡଳୀରେ ଛୁଟି ଘୋଷଣା କରାଯାଇଥିବା ବେଳେ, ଏହାର ପୂର୍ବ ଓ ପର ଦୁଇଦିନ ସରକାରୀ କର୍ମଚାରୀମାନେ ସ୍ୱତନ୍ତ୍ର ଛୁଟି ନେଇ ମତଦାନ କରିବାକୁ ଯାଇପାରିବେ। 
4031 Dt.28.03.2024 (Special Casual Leave) 

Grant of SPECIAL LEAVE (next date polling) to the Government servants engaged in election duty : ଯେଉଁ ସରକାରୀ କର୍ମଚାରୀ ମାନେ ନିର୍ବାଚନ କାର୍ଯ୍ୟ ଦାୟିତ୍ୱରେ ଥିବେ, ସେମାନଙ୍କ ପାଇଁ ମତଦାନ ଦିବସର ପରବର୍ତ୍ତୀ ଦିନ ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯିବ। 
4028 Dt. 28.03.2024 (Special CL for election duty) 

No comments: