Showing posts with label Holiday. Show all posts
Showing posts with label Holiday. Show all posts

Tuesday, 21 May 2024

Holiday declaration and special CL for Government Employees during General Election - 2024

Declaration of HOLIDAY on the day of polling : ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଓଡିଶା ରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ସରକାରୀ  କାର୍ଯ୍ୟାଳୟ / କୋର୍ଟ / ବ୍ୟାଙ୍କ  କର୍ମାଚାରୀମାନଙ୍କ ପାଇଁ ୧୩ ମଇ, ୨୦ ମଇ, ୨୫ ମଇ ଓ ୧ ଜୁନ କୁ ଛୁଟି ଘୋଷଣା କରାଯାଇଛି। 

10038 Dt.03.04.2024 (Govt office / Court) 

10030 Dt.03.04.2024 (Bank) 

SPECIAL CASUAL LEAVE to Government Employees for enabling them to vote : ଯେଉଁ ସରକାରୀ କର୍ମଚାରୀ ନିଜ ନିର୍ବାଚନ ମଣ୍ଡଳୀ ଠାରୁ ଦୂରରେ ରହି ଚାକିରୀ କରୁଛନ୍ତି, ସେମାନଙ୍କୁ ଭୋଟ ଦେବା ଉଦ୍ଦେଶ୍ଯରେ ଦୁଇଦିନ ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି। ମତଦାନ ଦିବସକୁ ସଂପ୍ରୁକ୍ତ ନିର୍ବାଚନ ମଣ୍ଡଳୀରେ ଛୁଟି ଘୋଷଣା କରାଯାଇଥିବା ବେଳେ, ଏହାର ପୂର୍ବ ଓ ପର ଦୁଇଦିନ ସରକାରୀ କର୍ମଚାରୀମାନେ ସ୍ୱତନ୍ତ୍ର ଛୁଟି ନେଇ ମତଦାନ କରିବାକୁ ଯାଇପାରିବେ। 
4031 Dt.28.03.2024 (Special Casual Leave) 

Grant of SPECIAL LEAVE (next date polling) to the Government servants engaged in election duty : ଯେଉଁ ସରକାରୀ କର୍ମଚାରୀ ମାନେ ନିର୍ବାଚନ କାର୍ଯ୍ୟ ଦାୟିତ୍ୱରେ ଥିବେ, ସେମାନଙ୍କ ପାଇଁ ମତଦାନ ଦିବସର ପରବର୍ତ୍ତୀ ଦିନ ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯିବ। 
4028 Dt. 28.03.2024 (Special CL for election duty) 

Thursday, 18 January 2024

Half Day Closing of State Government Offices on 22.01.2024

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

Half Day Closing (till 2.30 pm) of Central govt offices on 22.01.2024

The Ram Lalla Pran Pratishtha at Ayodhya will be celebrated on 22nd January, 2024 across India. To enable employees to participate in the celebrations, it has been decided that all Central Government Offices, Central Institutions and Central Industrial Establishments throughout India will be closed for half day till 1430 hours on 22nd January, 2024.

Sunday, 14 January 2024

January 17 declared as Government Holiday

The state government has announced January 17 as a holiday to facilitate people’s participation in the inauguration of Jagannath temple heritage corridor project at Odisha’s Puri town.

Tuesday, 26 September 2023

Declaration of holiday on 28th September

Government of Odisha have been pleased to declare holiday on 28.09.2023 instead of 29.09.2023 on account of Birthday of Prophet Muhammad for the State Government Offices as well as the Revenue and Magisterial Courts (Executive) 
34163 Dt.26.09.2023

Thursday, 27 July 2023

Govt Holiday on 29th July, 2023

Govt of Odisha have been pleased to declare holiday on 29th July, 2023 (Saturday) instead of 28th July, 2023 on account of "Muharram".

Tuesday, 27 June 2023

Id-Ul-Zuha Holiday on 29th instead of 30th June

Both State Government offices and Banking Institutions will remain closed on 29th June instead of 30th June on account of ID-Ul-Zuha. 
ରାଜ୍ୟ ସରକାର ପବିତ୍ର ଇଦ୍-ଉଲ୍-ଜୁହା ନିମନ୍ତେ ଜୁନ୍ ୩୦ ତାରିଖ ପରିବର୍ତ୍ତେ ୨୯ ତାରିଖ (ଗୁରୁବାର) ଦିନ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି।

22605 Dt.27.06.2023
22614 Dt.27.06.2023

Saturday, 22 October 2022

Diwali Holidays Extended For 1 More Day

October 25 Declared A Holiday For Solar Eclipse. 

All Govt offices, schools, colleges, courts & banks in State will remain closed on Tuesday. 

From the danger of loss of holidays due to possible cyclone, we now have 4 consecutive holidays.