110 Dt. 03.01.2026
Click here to view/download.PDF
Click here to view/download.PDF
The Odisha government declared holiday of schools in Bhubaneswar and Cuttack on June 20, ahead of a state-level event to mark 1 year of its tenure in which Prime Minister Narendra Modi will attend the event and a traffic congestion is anticipated.
Declaration of HOLIDAY on the day of polling : ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଓଡିଶା ରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ସରକାରୀ କାର୍ଯ୍ୟାଳୟ / କୋର୍ଟ / ବ୍ୟାଙ୍କ କର୍ମାଚାରୀମାନଙ୍କ ପାଇଁ ୧୩ ମଇ, ୨୦ ମଇ, ୨୫ ମଇ ଓ ୧ ଜୁନ କୁ ଛୁଟି ଘୋଷଣା କରାଯାଇଛି।
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।