Saturday, 15 March 2025

Home Inter-Cup Cricket Tournament 2025 : 16 teams enter Pre-Quarter Final

ସଚିବାଳୟ ମିନି ଷ୍ଟାଡିୟମ ରେ ଚାଲିଥିବା ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  (Home Intercup Cricket Tournament 2025) ର ଲିଗ ପର୍ଯ୍ୟାୟ ମ୍ୟାଚ ଗୁଡିକ ସମାପ୍ତ ହୋଇ ଯାଇଛି । ଏଥିରେ ମୋଟ ୪୦ ଟି ବିଭାଗ ୮ ଟି ଗ୍ରୁପ ରେ ବିଭକ୍ତ ହୋଇ ପରସ୍ପରକୁ ଲିଗ ପର୍ଯ୍ୟାୟରେ ଭେଟିଥିଲେ । ପ୍ରତି ଗ୍ରୁପରୁ ଶ୍ରେଷ୍ଠ ଦୁଇଟି ଲେଖାଏ ଦଳ ପ୍ରି-କ୍ୱାର୍ଟର ମ୍ୟାଚ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । 

A1 : ମହିଳା ଓ ଶିଶୁ ବିକାଶ ବିଭାଗ   A2 : ଯୋଜନା ଓ ସମନ୍ବୟ ବିଭାଗ 
B1 : ଶକ୍ତି ବିଭାଗ   B2 : ସ୍ଵରାଷ୍ଟ୍ର (ନିର୍ବାଚନ) ବିଭାଗ
C1 : ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ   C2 :  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ  
D1 : ସ୍ଵରାଷ୍ଟ୍ର (Emerging) ବିଭାଗ   D2 : ସଂସଦୀୟ ବ୍ୟାପାର  ବିଭାଗ 
E1 : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ   E2 : ପଞ୍ଚାୟତିରାଜ ଓ ପାନୀୟ ଜଳ  ବିଭାଗ 
F1 : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ   F2 : ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ 
G1 : ସ୍ଵରାଷ୍ଟ୍ର (Legends) ବିଭାଗ   G2 : ଅର୍ଥ ବିଭାଗ 
H1 : ଗୃହ ଓ ନଗର ଉନ୍ନୟନ ବିଭାଗ   H2 : ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ 

PRE-QUARTER FINAL
SL DATE TEAM1 TEAM2
1 17 March, 2025 A1 : W&CD
H2 : R&DM
5 17 March, 2025 C1 : F&ARD
F2 : L&ESI
3 17 March, 2025 B1 : ENERGY
G2 : FINANCE
4 17 March, 2025 B2 : HOME-ELECTION
G1 : HOME-LEGENDS
2 18 March, 2025 A2 : P&C
H1 : H&UD
6 18 March, 2025 C2 : SD&TE
F1 : GA&PG
7 18 March, 2025 D1 : HOME-EMERGING
E2 : PR&DW
8 18 March, 2025 D2 : PA
E1 : SSEPD

CLICK BELOW LINK

No comments: