ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (GA&PG) ବିଭାଗ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଏହା ୧୦ ଓଭରରେ ୩ ୱିକେଟ ହରାଇ ୧୦୦ ରନ୍ କରିଥିଲା । ଜବାବରେ ମତ୍ସ୍ୟ ଓ ପଶୁସମ୍ପଦ (F&ARD) ବିଭାଗ ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ହରାଇ ୯୫ ରନ କରିବାକୁ ସକ୍ଷମ ହୋଇଥିଲା । ଶେଷ ଓଭରରେ ସୁନ୍ଦର ବୋଲିଂ ପାଇଁ ଅଜୟ (GA&PG) ଙ୍କୁ ମ୍ୟାନ ଅଫ ଦି ମ୍ୟାଚ କରାଯାଇଥିଲା । ସେହିପରି ମନୋଜ (GA&PG) ଙ୍କୁ ପ୍ଲେୟାର ଅଫ ଡି ଟୁର୍ନାମେଣ୍ଟ ଘୋଷଣା କରିଯାଇଥିଲା ।
Pages
Subscribe to:
Post Comments (Atom)
No comments:
Post a Comment