Thursday, 23 October 2025

Schools' closure/merger news in State is fake: S&ME Department

ରାଜ୍ୟରେ ନୂତନ ସ୍କୁଲ ବନ୍ଦ/ମିଶ୍ରଣ ଖବରକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିବୃତ୍ତି !!!

ରାଜ୍ୟରେ ନୂତନ ଭାବେ ସ୍କୁଲ ବନ୍ଦ କିମ୍ବା ମିଶ୍ରଣ ହେବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଖବର  ସମ୍ପୁର୍ଣ୍ଣ ଭିତ୍ତିହୀନ ଅଟେ । ସୂଚନାଯୋଗ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ସଂଖ୍ୟା ୫୪୬୫ ତା. ୧୧.୦୩.୨୦୨୦ ଓ ସ୍ମାରକ ପତ୍ର ସଂଖ୍ୟା ୫୫୩୮ ତା. ୧୧.୦୩.୨୦୨୦ ଅନୁଯାୟୀ, ୨୦୨୦-୨୧ ମସିହାରେ ରାଜ୍ୟରେ ମୋଟ ୫୬୩୨  ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଥିଲା । ବର୍ତ୍ତମାନ ରାଜ୍ୟର କୌଣସି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ ।

Source: X @SMEOdisha

No comments: