Showing posts with label School. Show all posts
Showing posts with label School. Show all posts

Wednesday 17 April 2024

Odisha declares three day school holiday due to heat wave

ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ୩ ଦିନ ବନ୍ଦ ରହିବ।

Source : X (IPR_Odisha

Sunday 7 April 2024

Rescheduled class timings for Summer 2024.

In response to the ongoing weather conditions, the School and Mass Education Department has rescheduled class timings for Summer 2024.  Classes from I to XII will run from 7 AM to 11:30 AM with effect from April 2nd. Similarly, W&CD Department have rescheduled timings for Anganwadi Center. 

Anganwadi  &  Class I to XII  : 
7 AM to 11:30 AM w.e.f. 02 April, 2024

7031 Dt.30.03.2024

Wednesday 23 August 2023

HIGHLIGHTS : Engagement of Junior Teachers (Schematic)


H I G H L I G H T S

Odisha Government releases revised guidelines for recruitment of junior teachers (schematic) on annual agreement basis.

  • Engagement of all Junior Teachers (Schematic) will be made by respective Zilla Parishads.
  • Recruitment by : OSEPA  /  other AGENCY
  • Advertisement by : OSEPA 
  • Syllabus & Remuneration : mentioned in the advertisement
  • Application : Online mode
  • Examination : Online computer-based test.

Monday 19 June 2023

Schools to reopen on 21st June with usual time

It has been decided to reopen all schools on 21st June, 2023 with regular time table. 

However, as a measure of abundant caution, Collectors of Sundargarh, Sambalpur, Jharsuguda, Bargarh, Angul, Subarnapur and Bolangir are authorised to shift to morning school or declare holidays if the situation so demands. 

Sunday 16 April 2023

School timing from 6:30am to 11am w.e.f. 17th April

ଏପ୍ରିଲ ୧୭ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳ ୬.୩୦ରୁ ୧୧ଟା ପର୍ଯ୍ୟନ୍ତ ଚାଲିବ। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସମୟ ନିର୍ଘଣ୍ଟ ପରିବର୍ତ୍ତନ କିମ୍ବା ଛୁଟି ଘୋଷଣା କରିପାରିବେ।

Thursday 6 April 2023

Minimum age for school admission in Odisha : 5-7 years

ପ୍ରଥମ ଶ୍ରେଣୀରେ ନାମଲେଖା ବୟସ:

ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ସୀମା ୩୧ ମାର୍ଚ୍ଚ ସୁଦ୍ଧା ୫ରୁ ୭ ବର୍ଷ ବୟସ ଧାର୍ଯ୍ଯ କରାଯାଇଛି। ତେବେ ଦିବ୍ଯାଙ୍ଗମାନଙ୍କ କ୍ଷେତ୍ରରେ ଏହି ବୟସ ସୀମା ସର୍ବାଧିକ ୯ବର୍ଷ ହୋଇପାରିବ।


Wednesday 10 November 2021

Odisha School Reopening: Classes 6, 7 to resume offline on Nov 15

Schools for classes 6 and 7 would reopen from November 15. Teaching hours for these students will be 9.30 am to 1.00 pm, out of which three hours will be used for education. Students are allowed to attend classes either online or offline mode. Attendance is not mandatory for students in offline mode. 

Thursday 22 July 2021

Reopening of Hostels for Students of Class-X and XII

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ଜୁଲାଇ ୨୬ରୁ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବ । କୋଭିଡ୍ କଟକଣା ଭିତରେ ଖୋଲିବ ହଷ୍ଟେଲ । ହଷ୍ଟେଲ ଭିତରେ ଥିବା ମେସ୍ ଓ ଶୌଚାଳୟକୁ ବିଶୋଧନ କରାଯିବ ।

Sunday 18 July 2021

Opening of schools for Class X w.e.f. 26th July

ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲାଯିବା ସମ୍ବନ୍ଧୀୟ ସୂଚନା |

ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟର ନିରାପତ୍ତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍ଥଳ ବିଶେଷରେ ସ୍କୁଲ୍ ଖୋଲାଯିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେ। ପରିସ୍ଥିତି ଅନୁସାରେ ଅଗଷ୍ଟ ମାସରେ ୯ମ ଶ୍ରେଣୀ ପାଠ ପଢା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ। ଚଳିତ ଜୁଲାଇ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ। ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ୍ ପାଇଁ ଏହି ନିୟମ ଲାଗୁହେବ। ଅନ୍ୟାନ୍ୟ ଶ୍ରେଣୀର ପାଠ ପଢା ଅନଲାଇନ୍ ମାଧ୍ୟମରେ ହେବ। ସକାଳ ୧୦.୦୦ ରୁ ଦିନ ୧.୩୦ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବ।

ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ ମେଟ୍ରିକ ପରୀକ୍ଷା ହେବ। ଜିଲ୍ଲା ଏବଂ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ। କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ମେଟ୍ରିକ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ୍ ପରୀକ୍ଷଣ କରାଯିବ।

SOP for opening of school.PDF