ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ୩ ଦିନ ବନ୍ଦ ରହିବ।
Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Showing posts with label School. Show all posts
Showing posts with label School. Show all posts
Wednesday, 17 April 2024
Sunday, 7 April 2024
Rescheduled class timings for Summer 2024.
In response to the ongoing weather conditions, the School and Mass Education Department has rescheduled class timings for Summer 2024. Classes from I to XII will run from 7 AM to 11:30 AM with effect from April 2nd. Similarly, W&CD Department have rescheduled timings for Anganwadi Center.
Anganwadi & Class I to XII :
7 AM to 11:30 AM w.e.f. 02 April, 2024
7031 Dt.30.03.2024
7700 Dt.31.03.2024
Wednesday, 27 September 2023
Wednesday, 23 August 2023
HIGHLIGHTS : Engagement of Junior Teachers (Schematic)
H I G H L I G H T S
Odisha Government releases revised guidelines for recruitment of junior
teachers (schematic) on annual agreement basis.
- Engagement of all Junior Teachers (Schematic) will be made by respective Zilla Parishads.
- Recruitment by : OSEPA / other AGENCY
- Advertisement by : OSEPA
- Syllabus & Remuneration : mentioned in the advertisement
- Application : Online mode
- Examination : Online computer-based test.
Tuesday, 22 August 2023
Thursday, 22 June 2023
Monday, 19 June 2023
Schools to reopen on 21st June with usual time
It has been decided to reopen all schools on 21st June, 2023 with regular time table.
However, as a measure of abundant caution, Collectors of Sundargarh, Sambalpur, Jharsuguda, Bargarh, Angul, Subarnapur and Bolangir are authorised to shift to morning school or declare holidays if the situation so demands.
Saturday, 17 June 2023
Sunday, 16 April 2023
School timing from 6:30am to 11am w.e.f. 17th April
ଏପ୍ରିଲ ୧୭ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳ ୬.୩୦ରୁ ୧୧ଟା ପର୍ଯ୍ୟନ୍ତ ଚାଲିବ। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସମୟ ନିର୍ଘଣ୍ଟ ପରିବର୍ତ୍ତନ କିମ୍ବା ଛୁଟି ଘୋଷଣା କରିପାରିବେ।
Wednesday, 12 April 2023
Thursday, 6 April 2023
Minimum age for school admission in Odisha : 5-7 years
Monday, 3 April 2023
Wednesday, 10 November 2021
Odisha School Reopening: Classes 6, 7 to resume offline on Nov 15
Schools for classes 6 and 7 would reopen from November 15. Teaching hours for these students will be 9.30 am to 1.00 pm, out of which three hours will be used for education. Students are allowed to attend classes either online or offline mode. Attendance is not mandatory for students in offline mode.
Thursday, 22 July 2021
Reopening of Hostels for Students of Class-X and XII
ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ଜୁଲାଇ ୨୬ରୁ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବ । କୋଭିଡ୍ କଟକଣା ଭିତରେ ଖୋଲିବ ହଷ୍ଟେଲ । ହଷ୍ଟେଲ ଭିତରେ ଥିବା ମେସ୍ ଓ ଶୌଚାଳୟକୁ ବିଶୋଧନ କରାଯିବ ।
Sunday, 18 July 2021
Opening of schools for Class X w.e.f. 26th July
ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲାଯିବା ସମ୍ବନ୍ଧୀୟ ସୂଚନା |
ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟର ନିରାପତ୍ତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍ଥଳ ବିଶେଷରେ ସ୍କୁଲ୍ ଖୋଲାଯିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେ। ପରିସ୍ଥିତି ଅନୁସାରେ ଅଗଷ୍ଟ ମାସରେ ୯ମ ଶ୍ରେଣୀ ପାଠ ପଢା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ। ଚଳିତ ଜୁଲାଇ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ। ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ୍ ପାଇଁ ଏହି ନିୟମ ଲାଗୁହେବ। ଅନ୍ୟାନ୍ୟ ଶ୍ରେଣୀର ପାଠ ପଢା ଅନଲାଇନ୍ ମାଧ୍ୟମରେ ହେବ। ସକାଳ ୧୦.୦୦ ରୁ ଦିନ ୧.୩୦ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବ।
ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫଲାଇନ୍ରେ ମେଟ୍ରିକ ପରୀକ୍ଷା ହେବ। ଜିଲ୍ଲା ଏବଂ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ। କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ମେଟ୍ରିକ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ୍ ପରୀକ୍ଷଣ କରାଯିବ।
Subscribe to:
Posts (Atom)