ବାହନ ତଥ୍ୟାବଳୀରେ ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ Vehicle Classification ନିୟମ ଅନୁଯାୟୀ ଯଦି ଅଣ-ବାଣିଜ୍ୟିକ ଗାଡ଼ି (୦–୧୫ ବର୍ଷ)ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) କିମ୍ବା ବୀମା ଦୁଇ ବର୍ଷରୁ କମ୍ ସମୟ ଧରି ବୈଧ ନଥାଏ, ସେହି ଗାଡ଼ିକୁ 'Active Non-Compliant' ଭାବରେ ବିବେଚନା କରାଯିବ।
ତେଣୁ, ମୋଟର ଯାନ ଆଇନ୍ ଅନୁଯାୟୀ ଗାଡ଼ିର କାଗଜପତ୍ର ଅପଡେଟ୍ ରଖନ୍ତୁ ଏବଂ 'Active Compliant' ବର୍ଗରେ ରୁହନ୍ତୁ
ଆପଣଙ୍କ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର ବା RC ର ସ୍ଥିତି ଜାଣିବା ଆବଶ୍ୟକ। ଘରେ ବସି ଅନଲାଇନ୍ରେ ଖୁବ୍ ସହଜରେ ଏହା ଦେଖିପାରିବେ। parivahan.gov.in ୱେବସାଇଟ୍ ମାଧ୍ୟମରେ କିପରି ପର୍ଯ୍ୟାୟକ୍ରମେ (Step-by-step) ଏହାକୁ ଯାଞ୍ଚ କରିବେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି।


No comments:
Post a Comment