Saturday, 15 August 2026

OSSA had a discussion with Hon'ble Chief Minister

14.08.2026 : ରାଜ୍ୟ ସଚିବାଳୟ ସେବା ସଙ୍ଘ ର ପ୍ରତିନିଧି ମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବିଭିନ୍ନ ଦାବୀ ଉପରେ ଆଲୋଚନା କରିଛନ୍ତି। OSSA କୁ ସମୟ ଦେଇଥିବାରୁ ସଂଘର ସଭାପତି ବିବେକାନନ୍ଦ ସାମଲ ତଥା ସାଧାରଣ ସମ୍ପାଦକ ପ୍ରତ୍ୟୁଷ କୁମାର କଅଁର କୃତଜ୍ଞତା ଜ୍ଞାପନ ଜରିଛନ୍ତି।

No comments: