- Odisha Sahitya Academy Award, 1965 and 1987
- Kendra Sahitya Akademi Award, 1972
- Sarala Award, 1981
- Vishuba Award, 1986
- Sahitya Bharati Award, 1995
- Saraswati Samman, 2000
- Orissa State Film Award for Best Story 2001
- Padma Shri, 2001
- Padma Bhushan. 2020
- Sahitya Akademi Fellowship, 2006
- Atibadi Jagannath Das award, 2007
- NTR Literary Award, 2013
- Amritakeerti Puraskar, 2013
- Veda Vyas Samman
- Mystic Kalinga Literary Award (2020)
Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Tuesday, 27 April 2021
Eminent Odia writer Manoj Das no more
ଅନୁଶାସନ ସଚିବଙ୍କର କରୋନାରେ ଦେହାନ୍ତ
Mir Axar Ali, Under Secretary, SSEPD Department passed away last night (25th April) at the age of 59. He was tested Covid positive a few days ago. He was to retire from service on 30.04.2022.
OSS TODAY conveys its heartfelt condolences to the beraved family members.
Let the departed soul rest in eternal peace.
Monday, 26 April 2021
Odisha Govt Announces Free Covid-19 Vaccination For All Above 18 Years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ପ୍ରଦାନ କରାଯିବା ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟର ରାଜକୋଷରୁ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି "ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର, ମୁ ଚାହେଁ ମୋ ପରିବାର ନିରାପଦ ରହୁ।"
୩ୟ ପର୍ଯ୍ୟାୟ ଟୀକାକରଣ ଅଭିଯାନରେ ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପରିପ୍ରେକ୍ଷୀରେ କୋଭିଡ୍ ଟୀକାର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ୍ ଏବଂ ୩୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ ଟୀକା କ୍ରୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।
Sunday, 25 April 2021
ସଚିବାଳୟ ସେବା ସଂଘ - ୪
ଗତଥର ଆମ୍ଭେ ଏଠାରେ ସଚିବାଳୟ ସହିତ ବିଭାଗୀୟ ମୁଖ୍ଯ ଦପ୍ତର ମିଶ୍ରଣ ସମ୍ବନ୍ଧରେ ଆଲୋଚନା କରିଥିଲେ। ସମୟାନୁସାରେ ଏହିଭଳି ପ୍ରଶାସନିକ ସଂସ୍କାର ସାମୁହିକ ଭାବରେ ଏକ ଉତ୍ତମ ଫଳାଫଳ ର ଆଶା ରଖୁଥିବା ବେଳେ, କିଛି କିଛି ମାତ୍ରାରେ କର୍ମଚାରୀର ଅସୁବିଧା ହେବାର ଆଶଙ୍କା ଥାଏ। ଆଉ ସେତିକିବେଳେ ସେବା ସଂଘ ବା ଆସୋସିଏସନ ର ପଦକ୍ଷେପ ଜରୁରୀ ଥାଏ।
ଯଦି ସଚିବାଳୟ ସେବା ସଂଘ କଥା କୁହାଯାଏ, କାର୍ଯ୍ୟକାଳ ସରିବାର ପ୍ରାୟ ଦୁଇବର୍ଷ ଧରି ନିର୍ବାଚନ ହେଉନାହିଁ। ଇତି ମଧ୍ୟରେ ଏହାର ତତ୍କାଳୀନ ସଭାପତି ଓ ଜଣେ ଉପସଭାପତି ସରକାରୀ ଚାକିରୀ ରୁ ଅବସର ନେଇ ସାରିଲେଣି। ତଥାପି ନିର୍ବାଚନ ନହେବା ପଛରେ କରୋନା ମହାମାରୀ ଯେତିକି ଦାୟୀ ନୁହେଁ, ଆଜୀବନ ସଂଘର ଆତ୍ମ ଘୋଷିତ ପଦାଧିକାରୀ ହୋଇ ରହିବାର ମୋହ ଯୋଗୁଁ ବିଭିନ୍ନ ବାହାନା କରି ନିର୍ବାଚନ କରାଇ ନଦେବାର ପ୍ରୟାସ ଅଧିକ ଦାୟୀ। କିଛି କିଛି ଦିନ ବ୍ୟବଧାନରେ ସଂଘ ତରଫରୁ ବିଭିନ୍ନ ଦାବୀ / ପ୍ରସ୍ତାଵ ସରକାରଙ୍କୁ ଦିଆଯାଉଛି। କିନ୍ତୁ ସେ ସବୁ ନିଷ୍ପତ୍ତି ନା executive bodyର ନା general bodyର। ତେଣୁ ସଂପାଦକ ଦେଉଥିବା ଚିଠିର ସେତେଟା ମହତ୍ୱ ରହୁନାହିଁ। ଗୋଟିଏ ପକ୍ଷ ଏହାକୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ପକ୍ଷ ଏହାକୁ ବିଚାର ନ କରିବାକୁ ସରକାରଙ୍କୁ ଅନୁରୋଧ କରୁଛନ୍ତି। ତେଣୁ ବ୍ୟକ୍ତିଗତ କନ୍ଦଳ ତଥା ଅହଂକାର ପାଇଁ ସମ୍ପୂର୍ଣ୍ଣ କ୍ୟାଡରରେ ଅସନ୍ତୋଷ ଜାରି ରହିଛି। ଗୋଟିଏ ପଟେ ସଚିବାଳୟ ସେବା ବର୍ଗରେ ଆଗାମୀ ଦୁଇ ବର୍ଷ ଭିତରେ ଅବସର ନେବାକୁ ଥିବା ଅନେକ ଅଧିକାରୀ ଡେସ୍କ ଅଫିସର କିମ୍ବା ଅନୁଶାସନ ସଚିବ ପଦରେ ଅବସର ନେବାକୁ ଯାଉଥିବାରୁ ଆଉ କିଛି ପଦୋନ୍ନତି ପାଇଁ ଉଚ୍ଚତର ପଦବୀ ସଂଖ୍ଯା ବଢାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଏକ ଭଲ ପ୍ରସ୍ତାବ ମାତ୍ର ନିକଟରେ ଏଏସ୍ଓ ରୁ ସେକ୍ସନ ଅଫିସର ହେବାକୁ ସ୍ୱପ୍ନ ଦେଖୁଥିବା ପ୍ରାୟ ୫୦୦ ଅଧିକାରୀ ଙ୍କ ମାମଲାରେ ମାନ୍ୟବର ଅଦାଲତ ଙ୍କ ରହିତାଦେଶ ଉଠାଇବାକୁ ପ୍ରଚେଷ୍ଟା ନ କରିବା ନେଇ କ୍ଷୁବ୍ଧ ଅଛନ୍ତି। ପୁଣି ସେକ୍ସନ ଅଫିସର ଓ ଡେସ୍କ ଅଫିସର ପଦବୀ କୁ ମିଶାଇ ସେଥିରୁ ୨୪୫ ପଦବୀ କାଟ କରି ଅନୁଶାସନ ସଚିବ ଓ ତଦୁର୍ଦ୍ଧ ପାହ୍ୟାରେ ୩୭୪ ପଦବୀ ବଢାଇବାର ପ୍ରୟାସକୁ ଯୁବ ଏଏସ୍ଓ ମାନେ ବିରୋଧ କରୁଛନ୍ତି।
ଏ ଉଭୟ ମାମଲାରେ କନିଷ୍ଠ ମାନଙର କମ ସମୟରେ ପଦୋନ୍ନତି କୁ ବରିଷ୍ଠ ମାନେ ସହ୍ଯ କରି ପାରୁ ନଥିବା ବେଳେ, ବରିଷ୍ଠ ମାନଙ୍କ ଉନ୍ନତିକୁ କନିଷ୍ଠ ମାନେ ସହ୍ଯ କରିପାରୁନାହାନ୍ତି। ତେଣୁ ମୋଟ ଉପରେ ସଂପୂର୍ଣ୍ଣ କ୍ୟାଡରରେ ବାସ୍ତବିକ୍ କଣ ହେଲେ ଠିକ ହେବ ତାହା ଆଲୋଚନା ଯୋଗ୍ଯ।
ସେପଟେ ସରକାର ଜଣେ ନିର୍ବାଚିତ ସଂଘ କର୍ମକର୍ତ୍ତାର ଅଭିଯୋଗ / ପ୍ରସ୍ତାବ କୁ ଯେତେ ଗମ୍ଭୀରତାର ସହ ନିଅନ୍ତି, ଏମିତି ସାମୁହିକ ଭାବେ ଏଏସ୍ଓ ଙ୍କର ୫୦୦-୬୦୦ ଦସ୍ତଖତ ସମ୍ବଳିତ ଦାବୀ କିମ୍ବା ପଦ ହରାଇ ସାରିଥିବା ସଂଘ ନେତୃତ୍ବ ମାନଙ୍କ ଦାବୀକୁ ବିଚାରକୁ ନିଅନ୍ତି ନାହିଁ। ତେଣୁ କ୍ୟାଡରକୁ ବଂଚାଇବା କୁ ହେଲେ ପ୍ରଥମେ ସଂଘର ଅସ୍ତିତ୍ବ ବଜାୟ ରହିବା ଦରକାର। ସ୍ଥାୟୀ ନିର୍ବାଚିତ କର୍ମକର୍ତ୍ତା ରହିବା ସହିତ ସମୟାନୁସାରେ ବିଭିନ୍ନ ସ୍ତରରେ ଆଲୋଚନା/ ବୈଠକ ହେବା ଦରକାର। ସଂଘର ସମ୍ମାନ ରହିଲେ, ସଂଘ ସଦସ୍ଯ ମାନଙ୍କ ସମ୍ମାନ ରହିବ। ଫଳରେ ଆଗକୁ ଆସୁଥିବା ସମସ୍ଯା ବେଳେ ସମସ୍ତେ ଏକାଠି ହୋଇ ଲଢିପାରିବା। ନଚେତ୍ କୁଚକ୍ରୀ ଗୋଷ୍ଠୀର ଉଦ୍ଦେଶ୍ଯ ସାଧିତ ହେବା ସହ ଆଗାମୀ ଦିନରେ ନିଜର ଅସ୍ତିତ୍ବ ଖୋଜିବାକୁ ସଂଘର୍ଷ କରୁଥିବା ଦେଖାଯିବ।
କ୍ରମଶଃ ....
Also read..
Saturday, 24 April 2021
Orientation program for newly recruited Assistant Executive Engineers
23.04.2021
Convention Center, Lokseva Bhawan
An Orientation Programme was organized today in the Convention Hall of Lok Seva Bhavan for 94 newly recruited Assistant Executive Engineers of Works Department.
Hon'ble CM addressed the new recruits through a Video Message. The event was attended by Hon’ble Minister, Works and Steels & Mines, as the Chief Guest along with Chief Secretary, Odisha as Guest of Honour, DC- cum -Additional CS, RD Department and Commissioner-cum-Secretary, Works as the distinguished guests.
Friday, 23 April 2021
Employment Certificate for Covid vaccination
Recently Government has declared all employees of State Government and State PSU offices located in BMC / CMC areas as front line workers. Hence they are eligible to avail vaccination facility for Covid-19.
Click here to vie/download Office Order. PDF
For this, employees have to bring the following employment certificate to the vaccination center along with any one of the original identity proof issued by Government.
Click here to view / download the form. PDF
Thursday, 22 April 2021
Extra Curricular Activities of ASOs in Secretariat
Assistant Section Officer, Finance Department
Special interest : Badminton
Special interest : Pen sketch & painting
Orientation program of newly recruited Assistant Executive Engineers of Works Department
SCHEDULE
Date : 23.04.2021
(at Nirman Saudh)
5:00 PM Orientation Programme
(at Convention Center, Lokseva Bhawan)
Wednesday, 21 April 2021
Transfer, promotion and posting of OAS Officers
Promotion of
OAS (SAG) to OAS (Spl Secretary)
TRANSFER OF 12 OAS OFFICERS