29.07.2022 : Nearly 1000 OSS officers participated in the agitation at PR Lawn showing their displeasure towards creation of very less no. of posts compared to the proposal submitted by OSSA. As per the leaders, there was a proposal for creation of 225 posts in the rank of Under Secretary and above. But it was come to the knowledge of Association that only 80-90 posts are decided to be created. Hence many senior leaders along with last three batch ASO/SOs strongly opposed the decision of Government.
Pages
Saturday, 30 July 2022
Thursday, 28 July 2022
Not happy with restructuring : OSSA calls for agitation
Odisha Secretariat Service Association (OSSA) had given proposal for creation of a reasoned number of posts in Class-I by way of restructuring in view of the mounting workload and less promotional avenues in the cadre.
Hon'ble CM had assured to fulfil this demand. However, it has come to the knowledge of the Association that their demand has been tampered with and the number is very less than the level of expectations.
OSSA is strongly opposing such move of Government by not taking the Association into confidence while deciding the figures.
In this backdrop, Association is proposing for launching agitation on this issue tomorrow at PR Lawn.
3rd Work anniversary of 2019 Batch ASOs
27.07.2022 : 500 ASOs were joined Odisha Secretariat Service ( OSS) Cadre this day 3 years back. On this occasion, a special celebration was organised at OSSA House.
Wednesday, 27 July 2022
Tuesday, 26 July 2022
Sunday, 24 July 2022
Friday, 22 July 2022
ଆଉ ରହିଲା ମାସେରୁ କମ୍ : ଏଏସ୍ଓ ପରୀକ୍ଷା
ରାଜ୍ୟ ସଚିବାଳୟର ଏଏସ୍ଓ ଚାକିରୀ ପାଇଁ ପରୀକ୍ଷା ଆସନ୍ତା ଅଗଷ୍ଟ ୨୧ ତାରିଖରେ ହେବାକୁ ଯାଉଛି। ହାତରେ ସମୟ ମାତ୍ର ଏକ ମାସ। ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ମୋର ଶୁଭେଚ୍ଛା। ଆଶା କରେ, ସମସ୍ତେ ବହୁତ ଭଲ ଭାବରେ ପ୍ରସ୍ତୁତ ହେଉଥିବେ।
ଏହି ଏକ ମାସ ବହୁତ ମୂଲ୍ଯବାନ। କୌଣସି ଅଯଥା କାମରେ ସମୟ ନଷ୍ଟ ନକରି ମନ ସ୍ଥିର ରଖନ୍ତୁ। ଏବେ କେବଳ ପୁନରାବୃତ୍ତି କରନ୍ତୁ। ଦୈନିକ ଅତି କମ୍ ରେ ୩ଘଣ୍ଟା ପଢନ୍ତୁ। ଆସନ୍ତା କାଲି ପରୀକ୍ଷା ଅଛି ଭାବି, ପ୍ରତି ପେପର ପାଇଁ ଗୋଟିଏ ଦିନରେ ସଂପୂର୍ଣ୍ଣ ସିଲାବସ ଅନୁଯାୟୀ ରିଭିଜନ କରନ୍ତୁ। ନିଜ କ୍ୟାରିୟର ପାଇଁ ସବୁ କାମ ଛାଡି ପଢାକୁ ଆଗାମୀ ଏକ ମାସ ସମର୍ପଣ କରିଦିଅନ୍ତୁ। ମନେରଖନ୍ତୁ, ଏହି ପରୀକ୍ଷା ସବୁ ବର୍ଗର ପିଲା ଦେବାକୁ ଯାଉଛନ୍ତି। ତେଣୁ ସାମାନ୍ୟତମ ଅବହେଳା କଲେ ଏ ସୁଯୋଗ ହାତରୁ ଖସିଯିବ।
Written Exam on 21.08.2022
ବିଶେଷ କରି ଏହି ସମୟରେ ଦଲାଲ ମାନେ ସକ୍ରିୟ ହୋଇଯାଆନ୍ତି। ତେଣୁ ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ଅନୁରୋଧ, କାହାର ପ୍ରରୋଚନାରେ ନିଜର ଅର୍ଥ ଅନ୍ୟକୁ ଦିଅନ୍ତୁ ନାହିଁ କିମ୍ବା ମିଛ ପ୍ରତିଶ୍ରୁତି ର ଶିକାର ହୁଅନ୍ତୁ ନାହିଁ ା
Thursday, 21 July 2022
Monday, 18 July 2022
Friday, 15 July 2022
Thursday, 14 July 2022
Wednesday, 13 July 2022
Tuesday, 12 July 2022
Wednesday, 6 July 2022
Subscribe to:
Posts (Atom)