Sunday 13 October 2019

Fire breaks out at Lokaseva Bhavan

Saturday, October 12, 2019
ରାଜ୍ୟ ସଚିବାଳୟର ଲୋକସେବା ଭବନରେ ଶନିବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ନିଆଁ ଲାଗି ବହୁ କାଗଜପତ୍ର ଜଳି ଯାଇଛି । ସବୁ ବିଭାଗରେ ଅଗ୍ନି ନିର୍ବାପକ ଯନ୍ତ୍ର ଥିଲେ ମଧ୍ୟ ଠିକ ସମୟରେ ଏହାକାମରେ ଲାଗିପାରିଲା ନାହିଁ । 
ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଅତୀତରେ, ୨୦୧୫ ମସିହାରେ ମଧ୍ୟ ସ୍ଵରାଷ୍ଟ୍ର ବିଭାଗରେ ନିଆଁଁ ଲାଗି ବହୁ ରେକର୍ଡ଼ ପତ୍ର ନଷ୍ଟ ହୋଇଯାଇଥିଲା

Fire breaks out at Odisha Secretariat
Tuesday, May 19, 2015
Fire broke out at the store room of Home department in the State Secretariat on Monday. Fortunately, no injury or loss of life was reported. As soon as the news spread, many employees came out of the Secretariat. After getting information, senior police officials rushed to the spot. A fire brigade unit rushed to the spot and doused the flames after breaking open the door of the store room. Many files and documents were gutted in the fire mishap. The blaze originated following an electric short circuit in the department’s store room.