ଚଳିତ ସପ୍ତାହରେ ଏକ ପତ୍ରିକାରେ, ସଚିବାଳୟରେ ନବନିଯୁକ୍ତ ଏଏସ୍ଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ଙ୍କ ପରିପାଟି ତଥା ବ୍ୟବହାର ସମ୍ବନ୍ଧରେ ପ୍ରକାଶିତ ଖବର (ଭିତ୍ତିହୀନ ତଥା ଅମୂଳକ) ନେଇ ୫୦୦ ଏଏସ୍ଓ ହଠାତ କିଛି ବୁଝି ପାରୁନାହାନ୍ତି । ସ୍ପଷ୍ଟ ଭାବରେ ଏହା ଏକ ସଚେତନତା ତଥା ଅନୁରୋଧ ମୂଳକ ଲେଖା ବୋଲି ଲେଖକ ଜଣକ ଜଣାଇଥିଲେ ମଧ୍ୟ ଏହି ଭଳି କିଛି ମସାଲାଦାର ଖବର ଦ୍ଵାରା ନିଜ ପତ୍ରିକାର ପ୍ରଚାର ପରିସରକୁ ଆଉ ଅଧିକ ୫୦୦ ପିଲା ତଥା ସେମାନଙ୍କ ସାଙ୍ଗ ସାଥୀ ଏବଂ ବନ୍ଧୁ ପରିଜନ ମଧ୍ୟରେ ପହଞ୍ଚାଇବାର ଉଦ୍ଦେଶ୍ୟ ସମସ୍ତଙ୍କୁ ଜଳଜଳ ହେଇ ଦେଖାଯାଉଛି । କିନ୍ତୁ ଗତ ତିନି ବର୍ଷ ଭିତରେ ଠିକ ସେହି ଭାଷା, ସେହି ଶବ୍ଦ ବ୍ୟବହାର କରି ୨୦୧୬ ରେ ଆସିଥିବା ୮୦୦ ଏଏସ୍ଓଙ୍କ ବ୍ୟବହାର ତଥା ପୋଷାକ ଉପରେ ଅବାନ୍ତର ଖବର ମାନ ପ୍ରକାଶ ପାଉଥିଲା । ଉକ୍ତ ଖବରାଂଶ ବିଷୟରେ ଆଲୋଚନା ପୂର୍ବରୁ ଉକ୍ତ ପତ୍ରିକା ବିଷୟରେ କିଛି କହିରଖେ ।
ଏହା ଏକ ସାପ୍ତାହିକ ପ୍ରକାଶନ । ସଚିବାଳୟର ଭିତରେ ହିଁ ଏହାର ପରିଚୟ ଅଛି । ଏହି ପତ୍ରିକାର ନାମ ସଚିବାଳୟ ବାହାରେ ବହୁତ କମ ଲୋକ ଜାଣନ୍ତି । ସଚିବାଳୟ ରେ ଚାକିରୀ ପରେ ମୁଁ ତଥା ଅନ୍ୟ ଏଏସ୍ଓ ଏହି ସାପ୍ତାହିକିର ନାମ ଜାଣିଲୁ ।
ଯଦି ଅତୀତର ସମସ୍ତ ଲେଖାର ଶିରୋନାମା ତଥା ବିଷୟ ବସ୍ତୁ କୁ ଦେଖାଯାଏ, ପ୍ରାୟତଃ ସବୁବେଳେ ସିନିୟର-ଜୁନିୟର ମଧ୍ୟରେ ଦୀର୍ଘ ୨୦-୩୦ ବର୍ଷ ର ବୟସ ତଥା କାଳର ବ୍ୟବଧାନ ଜନିତ ବିଭେଦକୁ ଏକ ଭିନ୍ନ ଢଙ୍ଗରେ ତଥା ଏଏସ୍ଓ ଙ୍କ ପ୍ରତି ଅସହିଷ୍ଣୁ ପୂର୍ବକ ଭାବଧାରାରେ ଲେଖା ହେଉଥିବା ର ଅନୁଭବ ହୁଏ । ଯଦିଓ ଲେଖକ (ଉକ୍ତ ଖବରକାଗଜ ସଂପାଦକ) ଉକ୍ତ ଶୀର୍ଷକରେ ସବୁ ସତ୍ୟ ଘଟଣା ଲେଖିଥିବାର ଦାବି କରନ୍ତି, କିନ୍ତୁ ଅନେକ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।
ପୋଷାକ-ପରିପାଟି -
ଆମେ ସମସ୍ତେ ଜାଣୁ, ଭୋଜନ ନିଜ ରୁଚିରେ, ବସ୍ତ୍ର ସାମ୍ନା ମନୁଷ୍ୟର ରୁଚିରେ ହେବା ଦରକାର। କିନ୍ତୁ ଏଠି ଜଣେ ଏଏସ୍ଓ ର ସାମ୍ନାରେ ଜଣେ ପ୍ରାପ୍ତ ବୟସ୍କ ପିତୃତୁଲ୍ୟ ବୟସର ସେକ୍ସନ ଅଫିସର କିମ୍ବା ଡେସ୍କ ଅଫିସର। ଯଦି ସେହି ସିନିୟର ମାନେ ନିଜ ଜୁନିୟର ମାନଙ୍କୁ କିଛି ଉପଦେଶ ଦେଉଥାନ୍ତେ କିମ୍ବା ପରିପାଟି ନେଇ କେବେ କହୁଥାନ୍ତେ ତେବେ ଏତେ ସବୁ ରକ୍ତ-ମାଂସ-ବୁଦ୍ଧି-ବିବେକ ଧାରୀ ଉଚ୍ଚ ଶିକ୍ଷିତ ତଥା ଦୁନିଆ ସହ update ଥିବା ନବାଗତ ମାନେ ନିଶ୍ଚୟ ନିଜକୁ ପରିବର୍ତ୍ତନ କରିପାରନ୍ତେ । ଏମିତିରେ ଯଦି ପୁରୁଷ କର୍ମଚାରୀ ଙ୍କ ବେଶଭୁଷାକୁ ଦେଖାଯାଏ, ପ୍ରାୟ ସମସ୍ତେ ଠିକ୍ ଠାକ୍ ବୋଲି ଭାବୁଛନ୍ତି । ଯେହେତୁ ଜିନ ପ୍ୟାଣ୍ଟର ବାରଣ ହୋଇନାହିଁ, ତେଣୁ ପ୍ରାୟ ୫୦-୫୦% ଜିନ ଓ ଫର୍ମାଲ ପିନ୍ଧୁଛନ୍ତି । ବିହାର ପରି ଯଦି କେବେ ଜିନ ଉପରେ କଟକଣା ଆସେ, ସମସ୍ତେ ଫର୍ମାଲ ପିନ୍ଧିବା କିଛି ଅସମ୍ଭବ ନୁହେଁ । ଆଉ ଏମିତିରେ ଟି-ସାର୍ଟ ବୋଧହୁଏ ମାତ୍ର ୨-୩% କର୍ମଚାରୀ ପିନ୍ଧୁଛନ୍ତି । କିନ୍ତୁ ଏହା ମଧ୍ୟ ସ୍ଵୀକାର କରିବାକୁ ପଡ଼ିବ ଯେ, ଭାରତୀୟ ପ୍ରଶାସନିକ ସେବାର କିଛି ଅଧିକାରୀଙ୍କ ପରି ଆମେ ଯଦି ବିନା ବେଲ୍ଟ ରେ ଫର୍ମାଲ ପ୍ୟାଣ୍ଟ ପିନ୍ଧି ଅଫିସ ଆସିବା, ତେବେ ଆମକୁ ଶୋଭା ପାଇବନି । ସମସ୍ତେ ଯଦି ଟିକେ ମନେ ପକାଇ ପାରିବେ, ଚାକିରୀ ରେ ଯୋଗ ଦେବା ଦିନ ଆମର ଯେଉଁ ଭାବରେ ପୋଷାକ ପିନ୍ଧୁଥିଲେ, ଆଜି ବିରାଟ ପରିବର୍ତ୍ତନ ଆସିଛି । ବର୍ଦ୍ଧିତ କେଶ, ଦାଢି, ବିନା ଇନ୍ ରେ ସାର୍ଟ ତଥା ଜୋତା ବଦଳରେ ସ୍ୟାଣ୍ଡାଲ ପିନ୍ଧି ଅଫିସ ଆସିବାରେ କିଛି ବାଧା ନାହିଁ ଯାହାକି ଗୋଟେ ବେସରକାରୀ କାର୍ଯ୍ୟାଳୟ ରେ ଅସମ୍ଭବ । ଏସବୁ କେବଳ ପରିବେଶ ପ୍ରଭାବ। ଜଣେ ୫୦-୬୦ ବର୍ଷର ବୃଦ୍ଧପ୍ରାୟ କର୍ମଚାରୀ ସବୁ ସୋମବାର ଦିନ ଚୁଟି, ନିଶ, ଦାଢି କଳାରଙ୍ଗ କରି ଆସିବାକୁ ବାଧ୍ୟ ହୁଏ କାରଣ ଏହା ଦ୍ଵାରା ବ୍ୟକ୍ତିତ୍ବର ପରିଚୟ ମିଳେ । ବୟସ ଅଧିକ ହେଲେ ଯେ ଜିନ ପ୍ୟାଣ୍ଟ ପିନ୍ଧିବେନି ବୋଲି ସେମିତି କିଛି ନିୟମ କିମ୍ବା ପରିଧି ସୃଷ୍ଟି କରାଯାଇନାହିଁ । କିନ୍ତୁ ଏହି କଥା କୁ ନେଇ ଅତୀତରେ ଉକ୍ତ ଖବରକାଗଜ ସିନିୟର ମାନଙ୍କୁ ମଧ୍ୟ ତାତ୍ସଲ୍ୟ କରିଥିଲା। ଏବେ ଯଦି ଝିଅ/ମହିଳା କର୍ମଚାରୀ ଙ୍କ କଥା ଆଲୋଚନା କରିବା, ଲେଖକ ମହାଶୟ ବୋଧହୁଏ ନୂଆ ଏଏସ୍ଓ ମାନେ ବିନା ଚୁନରି / ଡୁପଟା ରେ ଅଫିସ ଆସିବା କୁ ହଜମ କରି ପାରୁନାହାନ୍ତି । କିନ୍ତୁ ଏହାକୁ ଆଶାଳୀନ ବୋଲି ମଧ୍ୟ କହିହେବନି । ଆଉ ଏମିତିରେ ବିଭିନ୍ନ ଫଟୋ ତଥା quote ସମ୍ବଳିତ ପୋଷାକ ପିନ୍ଧି କେହି ଅଫିସ ଆସୁଥିବେ ବୋଲି ମୁଁ ଭାବୁନାହିଁ । ଦ୍ଵିତୀୟତଃ ସବୁ ବିଭାଗର ମହିଳା କମିଟି ଅଛି । ସେମାନେ ପରାମର୍ଶ ଦେଇପାରିବେ। ଗୋଟିଏ ବାସ୍ତବ ଉଦାହରଣ ଦେଇ ପାରିବି ଆମ ନିର୍ମାଣ ବିଭାଗରେ ଯୋଗଦେବା ସମୟରେ ଆମର ଜଣେ SO ମାଡାମ, ଝିଅ ମାନଙ୍କୁ ଚୁନରି ବ୍ୟବହାର ଅଫିସ୍ ର ସଂସ୍କୃତି ବୋଲି ବୁଝାଇଥିଲେ । ଆଉ ଏବେ ଯଦି ସମୟ ବଦଳିବା ସହ ପ୍ରଶାସନ ଢାଞ୍ଚା ବଦଳିପାରୁଛି, ତେବେ ତଥା କଥିତ ୨୦୨୦ ସମୟର ପିଲାମାନେ ୧୯୮୦ ର ଆଦବ କାଇଦା ପାଳନ ନ କରିବା ସ୍ଵଭାବିକ ।

ଟିପ୍ପଣୀ - ଏଠି ନବନିଯୁକ୍ତ ପ୍ରାୟ ୧୩୦୦ ଏଏସ୍ଓ ମାନଙ୍କୁ ବାରମ୍ବାର ହାଇକ୍ଵାଲିଫାଏଡ, କର୍ପୋରେଟ ଷ୍ଟାଇଲ , ଅଭିଜ୍ଞ , ଏଫିସିଏଣ୍ଟ ଆଦି ଇଂରାଜୀ ଭାଷାର ବିଶେଷଣ ବ୍ୟବହାର କଲାବେଳେ ପୋଷାକ କୁ ନେଇ ଏଭଳି ଖବର ଛାପିବାକୁ ଜଣେ ଓଏସ୍ଓସ୍ କ୍ୟାଡ଼ର ଅଫିସର ଭାବରେ ମୁଁ ନିନ୍ଦା କରୁଛି । ଏଥିସହିତ ଆମେ ମଧ୍ୟ ଆଇଏଏସ, ଓଏଏସ, ବିଭିନ୍ନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକାର୍ଯ୍ୟ କରୁୁଅଛୁ। ତେଣୁ ଯଦି ଅନ୍ୟ କ୍ୟୟାଡ଼ରର ଅଫିସର ଙ୍କୁ ଶାଳୀନତା ଦେଖାଇ ପାରୁଛୁ ତେବେେ ନିିଜ କାାଡର ସିନିୟର ଙ୍କୁ ସମ୍ମାନ ତଥା ଶାଳୀନତା ଦେଖାଇବା ରେ କୁୁଣଠିତ କାହିଁକିିହେବା?
Canteen - The said paper clip described our office canteen as a reputed restaurant. But we would be happy , when there will be an article on the low standard meal without any subsidy. In addition, we have to stand in a queue waiting for our turn and have to adopt self service.
Tea Stall- whereas 6000 employees in the campus of lokaseva bhavan, only three tea shops are there. Obviously, all Junior and seniors make gathering. So in such area we can not expect any thing.
As we all have heard about the system of leaving one set of spectacles on office table while at home, mouthful bettle and spitting here and there, coming office after dropping children from/to school and many others. But whole scenario has been changed. System has been got improved a lot after joining of this new ASOs.
Conclusion: As an awareness, Media can bring all to a common platform but not by defamation of any one. There are many issues in Secretariat. That weekly newspaper will be appreciated if attempts to reserve a special page for Secretariat news with title ସଚିବାଳୟ ସମାଚାର and bring all issues including Association, Cadre , problems in campus etc.