Monday 20 April 2020

Proactive approach for people stranded outside the State

ମୁଖ୍ୟାଂଶ
ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା
କଟକଣା ପରେ ବାହାରୁ ଆସିଲେ ପଞ୍ଜିକରଣ ବାଧ୍ୟତାମୂଳକ
(ପରିବାର ସଦସ୍ୟ / ବନ୍ଧୁ ପଞ୍ଜିକରଣ କରିପାରିବେ)
୧୪ ଦିନ ପାଇଁ ସଙ୍ଗରୋଧରେ ରହିବା ଜରୁରୀ
(ଖାଇବା, ରହିବା, ଚିକିତ୍ସା ମାଗଣାରେ ମିଳିବ)
ସଙ୍ଗରୋଧ ସରିଲେ ୨୦୦୦ ଟଙ୍କା ଆର୍ଥିକ ସହାୟତା
***