Tuesday 19 September 2023

TPCODL offers rebate for timely payment of bill

ଶୂନ ବକେୟା ସହିତ ଡିଜିଟାଲ୍ ମାଧ୍ୟମ ବ୍ୟବହାର କରି ନିଜର ମାସିକ ବିଦ୍ୟୁତ ବିଲ୍ ପେମେଣ୍ଟ କଲେ ମିଳିବ ଆକର୍ଷଣୀୟ ରିହାତି l ୪%ର ଡିଜିଟାଲ ରିହାତି ସହ ଧାର୍ଯ୍ୟ ସମୟ ମଧ୍ୟରେ ବିଲ୍ ପୈଠ କରି ଆପଣ ୟୁନିଟ୍ ପିଛା ପାଇପାରିବେ ୧୦ ପଇସା ରିହାତି l କେବଳ ଏତିକି ନୁହେଁ, ଏହାସହ ଯଦି ଆପଣ ଗ୍ରାମାଞ୍ଚଳ ଉପଭୋକ୍ତା ହୋଇଥାନ୍ତି ତାହେଲେ ୟୁନିଟ୍ ପିଛ ଆହୁରି ୧୦ ପଇସା ରିହାତି ଉପଲବ୍ଧ କରିପାରିବେ l

ଯଦି ଆପଣ ଯେ କୌଣସି ଡିଜିଟାଲ୍ ପେମେଣ୍ଟ୍ ମୋଡ୍ ଏବଂ ଧର୍ଯ୍ୟ ତାରିଖ ମଧ୍ୟରେ ସମସ୍ତ ୧୨ ମାସର ବିଲ୍ ପୈଠ କରନ୍ତି, ଏହାର ଫଳସ୍ୱରୁପ, ଆପଣ ୧ ମାସର ବିଲ୍ ସମାନ ରିହାତି ପାଇବେ।

No comments: