Wednesday 13 September 2023

ସ୍ଵର୍ଗତ ଅକ୍ଷୟ କୁମାର ମହାକୁଡ଼ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ

ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ରାଜ୍ୟର ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ଵର୍ଗତ ଅକ୍ଷୟ କୁମାର ମହାକୁଡ଼ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ତା୧୩.୦୯.୨୦୨୩ ରିଖ   ସନ୍ଧ୍ୟା ଘ.୭.୦୦  ଘଟିକା ସମୟରେ OSSA House, Unit - 3 , ଖାରବେଳ ନଗର ସଭାଗୃହରେ ଅକ୍ଷୟ ପ୍ରେମୀ ବନ୍ଧୁମାନଙ୍କ ଦ୍ଵାରା ଆୟୋଜନ କରାଯାଇଛି ।  ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ସ୍ଵର୍ଗତ ଅକ୍ଷୟ କମାର ମହାକୁଡ ଙ୍କୁ ନିଜର ଶ୍ରଦ୍ଧା ସୁମନ ଅର୍ପଣ ପାଇଁ ବିନମ୍ର ନିବେଦନ। 

ନିବେଦକ : ଅକ୍ଷୟ ପ୍ରେମୀ ବନ୍ଧୁଗଣ। 

No comments: