Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Saturday, 21 December 2019
Friday, 20 December 2019
Closed Holidays for the year 2020 - Date for Dusshera regarding.
F. No.12/1/2019-JCA2
Government of India
Ministry of Personnel, PG & Pensions
Department of Personnel & Training
Government of India
Ministry of Personnel, PG & Pensions
Department of Personnel & Training
North Block, New Delhi
Dated: 20th December, 2019
Dated: 20th December, 2019
OFFICE MEMORANDUM
In continuation of this Department's OM of even number dated 18-6-2019 circulating therewith List of holidays for the year 2020, the undersigned is directed to state that some Central Government Employees Coordination Committees located in different States have sent representations for change in the date of Dusshera (Vijaya Dasami) holiday on 26-10-2020 (Monday) instead of 25-10-2020 (Sunday) in their States.
It is hereby informed that the decision of CGEWCCs located in different States, to declare Dussehra as closed holiday for the Central Govt. Offices on 26-10-2020 (Monday), is not in accordance with the holiday policy of the Government of India. However, Restricted Holiday on 26-10-2020 (Monday) for Dussehra (Vijay Dashmi) can be celebrated by the Central Government Offices, as specifically mentioned in DoPT's OM NO.12/1/2019/JCA 2 dated 18.06.2019, at para 3.1 that "no change of dates is permissible in regard to festivals and dates indicated".
2. This issues with the approval of the competent authority.
(Juglal Singh)
Deputy Secretary to the Govt. Of India
Deputy Secretary to the Govt. Of India
Odisha Labour Service Cadre Rules, 2019
Odisha Labour Service (Method of Recruitment and Conditions of Service) Rules, 2019
7787 Dt.19.12.2019
Click here to view / download.PDF
Click here to view / download.PDF
Thursday, 19 December 2019
Wednesday, 18 December 2019
Office Bearers selected for Cultural Association of Works Department
Nirman Bibhag Sanskrutik Parisad
In the General Body Meeting of the association held in today afternoon decided to elect/nominate new office bearers for the next two years. Resolution.pdf
Vice President - Bidyut Keshari Ray
General Secretary - Manoj Kumar Sarangi
Joint Secretary - Ranjan Kumar Rout
Sports Secretary - Prasanna Kumar Das
Cultural Secretary - Arun Kumar Pattnaik
Treasurer - Ranjan Kumar Behera
Auditor - Jogeswar Jena
Executive Members
Satyajit Harichandan
Mitrabhanu Kumbhar
Bishnu Chandra Dixit
Dillip Kumar Mallik
Shashanka Shekhar Nayak
Aryadev CS Mansingh
Gangadhar Sahani
Tuesday, 17 December 2019
Monday, 16 December 2019
Sunday, 15 December 2019
Odisha Miscellaneous Certificate Rules 2019
No need to go Tahasil /RI Office
Apply online or through Mobile App
No verification of documents
Misc. certificate will be issued based on applicant's declaration.
Certificate will be cancelled if found forget documents.
Extract of the Gazette
37203 DT.27.11.2019 - Odisha Miscellaneous Certificate (Amendment) Rules, 201931204 Dt.15.10.2019 - Odisha Miscellaneous Certificate Rules 2019
Friday, 13 December 2019
Supreme Court Judgement on seniority under Service Jurisprudence
୨୦୧୬ ମସିହାରେ ଓଡ଼ିଶା ସଚିବାଳୟରେ ଯୋଗଦେଇଥିବା ଏଏସ୍ଓ ମାନଙ୍କ ମଧ୍ୟରେ ବରିଷ୍ଠତା ଚୟନ କ୍ଷେତ୍ରରେ ଉପୁଜିଥିବା ଦ୍ଵନ୍ଦ୍ଵ ଦୂର କରିବାରେ ଗତ ନଭେମ୍ବରରେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ଵାରା ଦିଆଯାଇଥିବା ରାୟ ଅନେକାଂଶରେ ସାହାଯ୍ୟ କରିବ।
ସୂଚନାଯୋଗ୍ୟ, ୨୦୧୬ ଅକ୍ଟୋବର ମାସରେ ୮୧୧ ଜଣ ଏଏସ୍ଓ ୨୦୧୧-୧୨ ମସିହାର ଖାଲି ପଦବୀ ପାଇଁ ମନୋନୀତ ହୋଇ ସଚିବାଳୟରେ ଯୋଗ ଦେଇଥିଲେ । ସେହିପରି ୨୦୧୬ ଫେବୃଆରୀ ମାସରେ, ୧୩୯ ଜଣ ଏଏସ୍ଓ ୨୦୧୫-୧୬ (Special Drive for ST/SC)) ମସିହାର ଖାଲି ପଦବୀ ପାଇଁ ମନୋନୀତ ହୋଇ ଯୋଗ ଦେଇଥିଲେ।
ଏହି କ୍ରମରେ, ସ୍ଵରାଷ୍ଟ୍ର ବିଭାଗ ପତ୍ର ସଂଖ୍ୟା ୧୬୬୫୩ ତା-୧୨.୦୪.୨୦୧୮ ରେ ଏଏସ୍ଓ ମାନଙ୍କର ଗ୍ରେଡେସନ ଲିଷ୍ଟ ପ୍ରକାଶ ପାଇଥିଲା । ଏଥିରେ ଆଠମାସ ପଛରେ ଯୋଗ ଦେଇଥିବା ୮୦୦ ଏଏସ୍ଓଙ୍କୁ ୧୩୯ ଏଏସ୍ଓଙ୍କ ଠାରୁ ଆଗରେ ରଖାଯାଇଥିଲା ।
କିନ୍ତୁ ଏହି ରାୟ ପରେ ୧୩୯ ଏଏସ୍ଓ ଙ୍କୁ ବରିଷ୍ଠ ବୋଲି ବିଚାର କରାଯିବାର ସମ୍ଭାବନା ଅଛି ।
💥Seniority cannot be claimed from a date when the incumbent was not borne in service : SC💥Earlier judgement of N.R. Parmar (Supra) overruled.
Civil Appeal No.-008833-008835 - 2019
(Arising out of SLP(C) Nos.19565-19567 of 2019)
-------------------------------
K. MEGHACHANDRA SINGH & ORS. APPELLANT(S)
VERSUS
NINGAM SIRO & ORS. RESPONDENT(S)
About the Respondents:
The respondents in this SLP were the Writ Petitioners, serving as Inspector of Police and they were granted promotion on the basis of a duly constituted DPC and inducted to the MPS Grade II Cadre on 01.03.2007.
On the other hand, the Private Respondents were directly recruited into the MPS Grade II Cadre, vide the respective orders dated 14.08.2007 and 24.11.2007 against the vacancy of 2004-2005.
Claim of Promotees:
Before the Writ Court, the promotees contended that they entered the MPS Grade II Cadre on 01.03.2007 whereas the private respondent nos.3 to 33 were appointed subsequently (on 14.08.2007 and 24.11.2007 respectively) and, therefore, they should be regarded as senior to the direct recruits.
Claim of Direct Recruits:
The direct recruits on the other hand claimed seniority over the promotees by contending that seniority has to be decided in accordance with the year of the vacancy and not by the fortuitous date on which, the appointment could be finalized for the direct recruits.
Counter of State Govt.
In an earlier proceeding i.e., Writ Petition (C) No. 235 of 2012, in an inter-se seniority dispute amongst the direct recruits and promotees in the MPS Grade II Cadre, the State in their counter affidavit took the stand that seniority should be determined from the date on which the person was appointed but not from the date of vacancy. For the direct recruits appointed on 14.08.2007 against the vacancy of 2004-2005 it was averred that their seniority should be counted from the date of appointment.
Judgement Dt.07.07.2017
The learned Judge heard the parties, applied his mind to the Office Memorandums produced before him and by the common judgment dated 07.07.2017 quashed the impugned orders. It is seen that single Judge directed that the batch of promotees appointed on 01st of March 2007 must be given seniority above the direct recruits appointed on 14th August, 2007 and he justified this by stating that a direct recruit can claim seniority only from the date of his regular appointment and cannot claim seniority from a date when he is not borne in the service.
Judgement of N.R. Parmar (Supra) overruled
The Judgment in N. R. Parmar (Supra) relating to the Central Government employees cannot in our opinion, automatically apply to the Manipur State Police Officers, governed by the MPS Rules, 1965. We also feel that N.R. Parmar (Supra) had incorrectly distinguished the long-standing seniority determination principles propounded in, inter-alia, J.C. Patnaik (Supra), Suraj Prakash Gupta & Ors. vs. State of J&K & Ors.5 and Pawan Pratap Singh & Ors. Vs. Reevan Singh & Ors.(Supra). These three judgments and several others with like enunciation on the law for determination of seniority makes it abundantly clear that under Service Jurisprudence, seniority cannot be claimed from a date when the incumbent is yet to be borne in the cadre. In our considered opinion, the law on the issue is correctly declared in J.C. Patnaik (Supra) and consequently we disapprove the norms on assessment of inter-se seniority, suggested in N. R. Parmar (Supra). Accordingly, the decision in N.R. Parmar is overruled.
Thursday, 12 December 2019
OSSA ରେ ଜାତିଭେଦ ଏକ ଘୃଣ୍ଯ ପରମ୍ପରା
ଓଡ଼ିଶା ସଚିବାଳୟ ସେବା ସଂଘ - କୁହାଯାଏ ରାଜ୍ୟର ଏକ ପୁରାତନ ତଥା ମର୍ଯ୍ୟାଦା ସଂପନ୍ନ ସଂଘ । ରାଜ୍ୟର ଅନ୍ୟ ଆସୋସିଏସନ ମାନଙ୍କ ପାଇଁ ଆଦର୍ଶ । ତଦନୁଯାୟୀ ଏହାର ନିର୍ବାଚିତ ନେତାମାନେ ଅନ୍ୟ ସଂଘର ନେତାମାନଙ୍କୁ ପରାମର୍ଶ ମଧ୍ୟ ଦିଅନ୍ତି ।
କିନ୍ତୁ ଦୁଃଖର କଥା ଦୀର୍ଘଦିନ ଧରି ଜାତି ଭେଦ ଭଳି ଏକ ଘୃଣ୍ୟ ପରମ୍ପରା ଏହାର ସଭ୍ୟ ମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି ଆସୁଛି । ନିର୍ବାଚନ ଜିତିବାକୁ ରାଜନୀତି ରେ ବିଭିନ୍ନ ଟ୍ରମ୍ପ କାର୍ଡ଼ ଖେଳାଯାଏ । ହେଲେ ଏତେବଡ ରାଜ୍ୟ ଶାସନର ସର୍ବୋଚ୍ଚ କାର୍ଯ୍ୟାଳୟ ରେ OPSC ଦ୍ଵାରା ଚୟନ ହୋଇଥିବା ତଥା କଥିତ ଉଚ୍ଚ ଶିକ୍ଷିତ ଅଧିକାରୀ ମାନେ ଯଦି ସାମାନ୍ୟ ପଦୋନ୍ନତି ପାଇଁ ଏପରି କୁତ୍ସିତ ଉପାୟ ଆପଣାଇବେ, ତେବେ ଅନ୍ୟ ମାନଙ୍କ ଠାରୁ କଣ ଆଶା କରାଯିବ ?
ଆହୁରି ମଧ୍ୟ କହିରଖେ, ୨୦୧୬ ରେ ନୂତନ ପିଢ଼ି ସଚିବାଳୟ ଚାକିରୀ ରେ ଯୋଗଦେବା ପୂର୍ବରୁ ଏହି ଜାତିପ୍ରଥା ଅଧିକ ପ୍ରଚଳିତ ହେବା ପଛରେ ଅନେକ କାରଣ ଥିଲା । ଯେହେତୁ ୧୯୮୨-୮୩ ଓ ୧୯୮୩-୮୪ ବ୍ୟାଚରେ ଏକକାଳୀନ ପ୍ରାୟ ୧୭୦୦ ଜଣ ଚାକିରୀ ରେ ଯୋଗ ଦେଇଥିଲେ ଏବଂ ୧୯୯୭ ବ୍ୟାଚର ନିଯୁକ୍ତି, ନ୍ୟାୟିକ ମାମଲାରେ ଫସିଥିଲା ଯାହାକି ଆଜିପର୍ଯ୍ୟନ୍ତ ସୁପ୍ରିମକୋର୍ଟ ରେ ବିଚାରାଧୀନ । ତେଣୁ ସେତେବେଳର କର୍ମଚାରୀ ମାନଙ୍କ ପଦୋନ୍ନତି ପାଇଁ ଦ୍ଵନ୍ଦ୍ଵ ସୃଷ୍ଟି ହେଉଥିଲା । ଯାହା ଫଳରେ ଆଜିର Section Officer ମାନଙ୍କୁ ପ୍ରାୟ ୧୦-୧୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ତେଣୁ ଯେନତେନ ପ୍ରକାର ରେ ଆଗକୁ ଯିବା ପାଇଁ ସମସ୍ତଙ୍କ ମଧ୍ୟରେ ବ୍ୟଗ୍ରତା ଥିଲା । ଆଉ କଇଁଛ-ଠେକୁଆ ଗଳ୍ପ ଭଳି , ସେତେବେଳେ ଅନୁଶାସନ ସଚିବ ପଦ ପାଇଥିବା ତଫସିଲ ଭୁକ୍ତ ଅଧିକାରୀ ଆଜି ୧୨-୧୫ ବର୍ଷ ପରେ ମଧ୍ୟ ସେହି ପଦବୀରେ ଅଛନ୍ତି । ତେଣୁ ଏତେସବୁ ପ୍ରଶାସନିକ ଗୋଲକ ଧନ୍ଦା କୁ ବୁଝି-ନ ବୁଝି ସମସ୍ତେ ଆଗକୁ ବଢ଼ିବାରେ ବ୍ୟଗ୍ର ଓ ବିଚଳିତ । ଗତ ମାସରେ ମଧ୍ୟ ସେହିପରି ଡେସ୍କ ଅଧିକାରୀ ପଦକୁ ପଦୋନ୍ନତି ପାଇଁ ଦୀର୍ଘ୨୦ ଦିନ ଧରି ଛକାପଞ୍ଝା ଚାଲି ଥିଲା । ଭାରତୀୟ ସମ୍ବିଧାନ ସବୁ କିଛି କ୍ଷେତ୍ରରେ ବ୍ୟବସ୍ଥା ରଖିଛନ୍ତି । ତେଣୁ ସରକାରୀ ନିୟମ କାନୁନ ଅନୁଯାୟୀ ପଦୋନ୍ନତି ମଧ୍ୟ ହେବ । ଅଥଚ ଅବାନ୍ତର ଯୁକ୍ତି ରେ ଲଢ଼େଇ କରି ଗ୍ରେଡେସନରେ ତଳେ ଥିବା ବ୍ୟକ୍ତି କୁ ଶୀଘ୍ର ପଦୋନ୍ନତି ପାଇବା ପାଇଁ ଲଢ଼େଇ କରୁଥିବା କହି ଗୋଷ୍ଠୀ ବାଦ ସୃଷ୍ଟି କରିବା ଭଲ ପରମ୍ପରା ନୁହେଁ । ବରଂ ଗତକାଲି ହ୍ଵାଟ୍ସଆପ ରେ ମିଳିଥିବା ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଓସା(OSSA)ର ସଂପାଦକଙ୍କ ଚିଠି କିଛି ଭଲ ସନ୍ଦେଶ ଦେଉଛି । ତଫସିଲ ଭୁକ୍ତ ଜାତିର ସେକ୍ସନ ଅଫିସର ଙ୍କୁ ଡେସ୍କ ଅଫିସର ପଦୋନ୍ନତି ପଛରେ ବହୁତ ଗୁଡିଏ ଖାଲି ପଦବୀ ତଥା ତଦଜନୀତ ସରକାରୀ କାର୍ଯ୍ୟ ରେ ଅସୁବିଧା କୁ ନେଇ ରଖାଯାଇଥିବା ଯୁକ୍ତି ଗ୍ରହଣୀୟ ହୋଇପାରେ । କିନ୍ତୁ ଅନେକ ଏଥିରେ ଓସା ନିର୍ବାଚନର ବାସ୍ନା କୁ ଅନୁଭବ କରନ୍ତି ।
ଆଜି ନବନିଯୁକ୍ତ ପ୍ରାୟ ୧୫୦୦ ଏଏସ୍ଓ ମାନଙ୍କର ମଧ୍ୟ ସେହି ଅବସ୍ଥା । ଏକାଥରେ ୮୦୦ ଓ ୫୦୦ ଯୋଗଦେବା ଫଳରେ ପଦୋନ୍ନତି ପାଇଁ ସ୍ଥିରୀକୃତ ୮ ବର୍ଷ ସମୟସୀମା ସମ୍ପୂର୍ଣ୍ଣ ହେଲାପରେ ମଧ୍ୟ ଅନେକଙ୍କୁ ସେହି ଏଏସ୍ ଓ ପଦରେ ରହିବାକୁ ପଡ଼ିବ । କିନ୍ତୁ ଆର୍ଥିକ ଦୃଷ୍ଟିରୁ କିଛି ଅସୁବିଧା ହେବନାହିଁ ଯେହେତୁ RACP / MACP ର ବ୍ୟବସ୍ଥା ଅଛି ।
ନିକଟରେ ୨୦୧୬ ଅକ୍ଟୋବର ରେ ନିଯୁକ୍ତ ୮୦୦ ରେଗୁଲାର ବ୍ୟାଚ ଏବଂ ସେହି ବର୍ଷ ଫେବୃଆରୀ ରେ ନିଯୁକ୍ତ Special drive ର ୧୩୯ ଜଣ ST/SC ଅଧିକାରୀ ଙ୍କ ଗ୍ରେଡେସନ ପାଇଁ ଆଲୋଚନା ହେଉଥିଲା । ସାଧାରଣତଃ ପ୍ରଥମେ ଯୋଗଦେଇଥିବା ୧୩୯ ଏଏଓ ଗ୍ରେଡେସନ ର ଆଗରେ ୠରହିବା କଥା । ମାତ୍ର recruitment 2015-16 vacancy ଅନୁଯାୟୀ ହୋଇଥିବାରୁ ନିୟମ ଅନୁଯାୟୀ ସେମାନେ 2011-12 vacancy ଅନୁଯାୟୀ ଯୋଗଦେଇଥିବା ୮୦୦ ଏଏସ୍ ଓ ଙ୍କ ପରେ ଅଛନ୍ତି । ଏଠାରେ ନିୟମ କୁହେ, ଯଦି ଗୋଟିଏ ବର୍ଷରେ ଦୁଇଟି ବ୍ୟାଚ ସମାନ ପଦବୀରେ ଯୋଗ ଦିଅନ୍ତି, ତେବେ ଯେଉଁ ମାନେ ପୁରୁଣା recruitment vacancy againstରେ ଯୋଗ ଦେଇଥିବେ ସେମାନେ ପଦୋନ୍ନତି ତାଲିକାରେ ଆଗରେ ରହିବେ । ଏ କ୍ଷେତ୍ରରେ ଆଇନଗତ ଲଢ଼େଇ କରି ନିୟମରେ ପରିବର୍ତ୍ତନ ପାଇଁ ଚେଷ୍ଟା କରିବା ସ୍ଵାଗତଯୋଗ୍ୟ କିନ୍ତୁ ଜାତି ଭେଦ ର କାର୍ଡ଼ ଖେଳି ଅଯଥା ଏ ନୂତନ ପିଢ଼ି ମଧ୍ୟରେ ଗୋଷ୍ଠୀ ତିଆରି କରିବା ଗୃହଣୀୟ ନୁହେଁ ।
ସମସ୍ତେ ନିଶ୍ଚୟ ସ୍ଵୀକାର କରିବେ, ଯେ ନବନିଯୁକ୍ତ ୧୫୦୦ ଏଏସ୍ ଓ ସେମାନଙ୍କ ଶିକ୍ଷା, ଅଭିଜ୍ଞତା ତଥା କାର୍ଯ୍ୟ ଶୈଳୀ ପାଇଁ ସ୍ଵତନ୍ତ୍ର । ଏଥିପାଇଁ ରାଜ୍ୟ ପ୍ରଶାସନ ଏମାନଙ୍କ ଉପରେ ଅଧିକ ଭରଷା ରଖିଛନ୍ତି । ତେଣୁ ଆଶା କରିବା, ଏହି ପିଢ଼ି ସବୁ ଭେଦଭାବ ରୁ ଉର୍ଦ୍ଧ୍ଵରେ ରହି ନିଜର ସ୍ଵାତନ୍ତ୍ରତା ବଜାୟ ରଖିବେ ।
Wednesday, 11 December 2019
Tuesday, 10 December 2019
Monday, 9 December 2019
2nd Batch ASO Training at OSTI from 10th Dec
Total 80 ASOs are listed by Home Department for 2nd Batch ASO Training at OSTI, Bhubaneswar to be commenced from 10th December. Two ASOs of Works Department were in the said list. But only Sri Sibasish Sahoo, ASO has been relived for this batch whereas Home Department has been requested to assign Sri Abhisek Pattanaik, ASO in the next batch.
Saturday, 7 December 2019
Friday, 6 December 2019
Subscribe to:
Posts (Atom)