Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- ELECTION 2024
- JEA/PA/PS
- Typist
- DEO Cadre
- Auditor (CCA)
- 7th PAY
- DA/DR
- OPS/NPS/UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
- GIS Advance
- Reference Books
Tuesday, 26 July 2022
Sunday, 24 July 2022
Friday, 22 July 2022
ଆଉ ରହିଲା ମାସେରୁ କମ୍ : ଏଏସ୍ଓ ପରୀକ୍ଷା
ରାଜ୍ୟ ସଚିବାଳୟର ଏଏସ୍ଓ ଚାକିରୀ ପାଇଁ ପରୀକ୍ଷା ଆସନ୍ତା ଅଗଷ୍ଟ ୨୧ ତାରିଖରେ ହେବାକୁ ଯାଉଛି। ହାତରେ ସମୟ ମାତ୍ର ଏକ ମାସ। ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ମୋର ଶୁଭେଚ୍ଛା। ଆଶା କରେ, ସମସ୍ତେ ବହୁତ ଭଲ ଭାବରେ ପ୍ରସ୍ତୁତ ହେଉଥିବେ।
ଏହି ଏକ ମାସ ବହୁତ ମୂଲ୍ଯବାନ। କୌଣସି ଅଯଥା କାମରେ ସମୟ ନଷ୍ଟ ନକରି ମନ ସ୍ଥିର ରଖନ୍ତୁ। ଏବେ କେବଳ ପୁନରାବୃତ୍ତି କରନ୍ତୁ। ଦୈନିକ ଅତି କମ୍ ରେ ୩ଘଣ୍ଟା ପଢନ୍ତୁ। ଆସନ୍ତା କାଲି ପରୀକ୍ଷା ଅଛି ଭାବି, ପ୍ରତି ପେପର ପାଇଁ ଗୋଟିଏ ଦିନରେ ସଂପୂର୍ଣ୍ଣ ସିଲାବସ ଅନୁଯାୟୀ ରିଭିଜନ କରନ୍ତୁ। ନିଜ କ୍ୟାରିୟର ପାଇଁ ସବୁ କାମ ଛାଡି ପଢାକୁ ଆଗାମୀ ଏକ ମାସ ସମର୍ପଣ କରିଦିଅନ୍ତୁ। ମନେରଖନ୍ତୁ, ଏହି ପରୀକ୍ଷା ସବୁ ବର୍ଗର ପିଲା ଦେବାକୁ ଯାଉଛନ୍ତି। ତେଣୁ ସାମାନ୍ୟତମ ଅବହେଳା କଲେ ଏ ସୁଯୋଗ ହାତରୁ ଖସିଯିବ।
Written Exam on 21.08.2022
ବିଶେଷ କରି ଏହି ସମୟରେ ଦଲାଲ ମାନେ ସକ୍ରିୟ ହୋଇଯାଆନ୍ତି। ତେଣୁ ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ଅନୁରୋଧ, କାହାର ପ୍ରରୋଚନାରେ ନିଜର ଅର୍ଥ ଅନ୍ୟକୁ ଦିଅନ୍ତୁ ନାହିଁ କିମ୍ବା ମିଛ ପ୍ରତିଶ୍ରୁତି ର ଶିକାର ହୁଅନ୍ତୁ ନାହିଁ ା
Thursday, 21 July 2022
Monday, 18 July 2022
Friday, 15 July 2022
Thursday, 14 July 2022
Wednesday, 13 July 2022
Tuesday, 12 July 2022
Wednesday, 6 July 2022
Tuesday, 5 July 2022
Farewell ceremony for 20 OSS Officers
Saturday, 2 July 2022
Subscribe to:
Comments (Atom)



















































