Saturday 7 January 2023

Chilika Lagoon 2023 Bird Survey

Total birds in 2023: 11,31,929

Migratory birds: 10,93,049

Resident Birds: 38,880

Total species: 184

Migratory species: 105

Friday 6 January 2023

New Year celebration in Works Department










Matriculation Examination starts from March 10

ରାଜ୍ୟରେ ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମେଟିଭ୍-୨ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ ପରୀକ୍ଷା। ପ୍ରଥମ ଦିନ ୯ଟା ସମୟରେ ଏବଂ ୨ୟ ଦିନ ଠାରୁ ୯. ୨୦ରେ ଛାତ୍ରଛାତ୍ରୀମାନେ ହଲ ଭିତରକୁ ପ୍ରବେଶ କରିପାରିବେ। ଛାତ୍ରଛାତ୍ରୀଙ୍କୁ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦିଆଯିବ। ରାଜ୍ୟର ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ। ଚଳିତ ଶିକ୍ଷାବର୍ଷ ରାଜ୍ୟର ୫ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି।

Farewell to retired OSS Officers : 05.01.2023

 

Thursday 5 January 2023

13th Secretariat Open Badminton Tournament : Day 2





# Tomorrow is the closing day of this tournament 

5G Launched in State

5G services launched in #Odisha today by union IT minister Ashwini Vaishnaw & education minister Dharmendra Pradhan. 

In first phase, 5G service will be available in Bhubaneswar & Cuttack



Remuneration of the contractual Medical College Teachers enhanced

Govt of Odisha have been pleased to enhance the consolidated remuneration of the Medical College Teachers engaged in Govt MCH & Hospitals on contractual basis:


Wednesday 4 January 2023

Orientation program for Odisha Civil Service 2020 Batch Officers

As many as 378 young officers of 2020 Civil Services batch today joined in different civil service cadres of the State. An orientation for the new officers was held at State Convention Centre in Lok Seva Bhawan.

Inauguration of 13th Secretariat Open Badminton Tournament 2023

ଓଡିଶା ରାଜ୍ଯ ସଚିବାଳୟ ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ଆୟୋଜିତ ୧୩ ତମ ସଚିବାଳୟ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି।   ସଚିବାଳୟ ମିନି ଷ୍ଟାଡିୟମ ରେ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୬ ତାରିଖ ପର୍ୟ୍ଯନ୍ତ ଚାଲିବ। ଏଥିରେ ୮୪ ଜଣ ଖେଳାଳୀ ବିଭିନ୍ନ ବର୍ଗର ମ୍ୟାଚ ମୋଟ ୪ଟି ବ୍ୟାଡମିଣ୍ଟନ କୋର୍ଟରେ ଖେଳିବା ପାଇଁ ବନ୍ଦୋବସ୍ତ କରାଯାଇଛି। 







MATCH FIXTURES
------








Appointment of advisors in RD, Tourism & Forest Department





Sunday 1 January 2023

Secretariat Garden & Governor's House garden open to public

ନୂଆବର୍ଷରେ ଆଜିଠାରୁ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖି ପାରିବେ। ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତି ମନୋରମ ପରିବେଶ ସୃଷ୍ଟି କରୁଥିବା ଏହି ଉଦ୍ୟାନ ଜାନୁଆରୀ ୨୦୨୩ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ସର୍ବସାଧାରଣଙ୍କ ପାଇଁ ଅପରାହ୍ନ ଚାରିଟାରୁ ଛ'ଟା ପର୍ଯ୍ୟନ୍ତ ଖୋଲା ରହିବ।  ଏହି କ୍ରମରେ ଜାନୁଆରୀ ୧,୮,୧୪,୧୫,୨୨,୨୩,୨୬,୨୯ ତାରିଖ ଦିନ ଏହି ଉଦ୍ୟାନ ଖୋଲା ରହିବ।   ଏଥିପାଇଁ କୌଣସି ରେଜିଷ୍ଟସନ ଦରକାର ନାହିଁ। 

ସେହିପରି, ରାଜଭବନ ଉଦ୍ୟାନ ଜାନୁଆରୀ ୬ ରୁ ୨0 ତାରିଖ ପର୍ୟ୍ଯନ୍ତ ଜନସାଧାରଣଙ୍କ ପାଇଁ  ଅପରାହ୍ନ ୨:୩୦ ରୁ ୫ ଘଟିକା ପର୍ୟ୍ଯନ୍ତ ଖୋଲା ରହିବ। ଏଥିପାଇଁ କିନ୍ତୁ ମୋବାଇଲ ଆପ୍ ରେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। 

Government of Odisha Calendar 2023