Friday 22 March 2024

Facility of CCR / PAR submission for 2014-15 to 2022-23 in HRMS open till 15th May

ସରକାରୀ କର୍ମଚାରୀ ମାନଙ୍କର ପଦୋନ୍ନତି ସୁବିଧା ନିମନ୍ତେ Online PAR ଜରୁରୀ ଅଟେ । କିନ୍ତୁ ବିଭିନ୍ନ କାରଣରୁ ଅନେକ ଅଧିକାରୀ Onilne HRMS ରେ ନିଜର ବାର୍ଷିକ କାର୍ଯ୍ୟ ଦକ୍ଷତା ମୂଲ୍ୟ ନିରୂପଣ ବିବରଣୀ (PAR) ପ୍ରଦାନ କରିନଥିବାରୁ ସେମାନେ ବିଭିନ୍ନ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି । 

ଏଣୁ ରାଜ୍ୟ ସରକାର ସହୃଦୟ ସହକାର ବିଚାର କରି 2014-15 ଆର୍ଥିକ ବର୍ଷ ଠାରୁ 2022-23 ପର୍ଯ୍ୟନ୍ତ ଯେଉଁ ଅଧିକାରୀ ମାନେ PAR ଲିପିବଦ୍ଧ କରିବା ପାଇଁ ତଥ୍ୟ ଦାଖଲ କରିନାହାନ୍ତି ଉକ୍ତ ତଥ୍ୟ ଦାଖଲ ପାଇଁ ସେମାନଙ୍କ ନିମନ୍ତେ Onilne HRMS Portal ରେ ଦୁଇ ମାସର ଅବଧି ଯୋଗାଇ ଦେଇଛନ୍ତି । ଯାହା ଫଳରେ ସେହି ଅଧିକାରୀ ମାନେ ନିଜ ନିଜର PAR ଲିପିବଦ୍ଧ କରିବା ପାଇଁ ତଥ୍ୟ  ଦାଖଲ କରିପାରିବେ । ଏହାର ସମ୍ପୂର୍ଣ୍ଣ ତଥ୍ୟ hrmsodisha.gov.in ରେ ଉପଲବ୍ଧ ଅଟେ । 

8860 Dt.15.03.2024

No comments: