Wednesday 13 March 2024

Odisha Government declare 22 New NACs in 13 Districts

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନ୍‌ଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବ ବୋଲି ଘୋଷଣା କରିଛନ୍ତି। 

ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ :

  • ବୌଦ୍ଧ : ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, 
  • ବଲାଙ୍ଗିର : ଲୋଇସିଂହା ଓ ସିନ୍ଧେକେଲା, 
  • ବରଗଡ : ସୋହେଲା, 
  • ବାଲେଶ୍ବର : ବାଲିଆପାଳ ଓ ଖଇରା, 
  • ଭଦ୍ରକ : ଧାମରା, 
  • ଢେଙ୍କାନାଳ :  ରାସୋଳ, 
  • ଜଗତସିଂହପୁର : କୁଜଙ୍ଗ  
  • କଳାହାଣ୍ଡି : ନର୍ଲା ଓ ମଦନପୁର ରାମପୁର, 
  • ଖୋର୍ଦ୍ଧା :  ବୋଲଗଡ 
  • ନୟାଗଡ଼ର ଶରଣକୁଳ, 
  • ପୁରୀ : ସାକ୍ଷୀଗୋପାଳ ଓ କାକଟପୁର, 
  • ସମ୍ବଲପୁର : ରେଙ୍ଗାଲି ଓ ବାମଣ୍ଡା ଏବଂ 
  • ସୁବର୍ଣ୍ଣପୁର :  ସୁବଳୟା, ଉଲୁଣ୍ଡା ଓ ରାମପୁର     @IPR_Odisha

No comments: