Sunday 2 June 2019

Naveen vacates Bijepur Assembly seat

Odisha Chief Minister Naveen Patnaik on Sunday vacated the Bijepur Assembly seat and retained the Hinjili constituency.
ବିଜେପୁରବାସୀ ଦେଇଥିବା ସ୍ନେହ, ଆଦର ଓ ଭଲପାଇବା ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜେପୁର ବିଧାନସଭା ଆସନର ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଜେପୁରର ବିକାଶ ଦାୟିତ୍ଵ ନିଜେ ନେଇ ଏକ ନୂଆ ଓଡ଼ିଶା ଓ ସମୃଦ୍ଧ ବିଜେପୁର ଗଢିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

No comments: