Monday 30 October 2023

Last voter list revision before General Election 2024

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ୨୭ ଅକ୍ଟୋବର ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ନିଜର ଦାବି ଦାଖଲ କରିବା ପାଇଁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଉଛି। ତାଲିକାରେ ନାମ ଯୋଗ କରିବା ପାଇଁ ଫର୍ମ-୬, ବାଦ୍ ଦେବା ପାଇଁ ଫର୍ମ-୭, ସଂଶୋଧନ ପାଇଁ ଫର୍ମ-୮ online/offline ମାଧ୍ୟମରେ ଉପଲବ୍ଧ।

୦୧। ୦୧। ୨୦୨୪ ସୁଦ୍ଧା ବୟସ ୧୮ ବର୍ଷ ହେଉଥିଲେ, ଭୋଟର ତାଲିକାରେ ନାମ ଯୋଗ କରିପାରିବେ। 


View Draft Electoral Roll 2024

Search your name in the Voter List

No comments: