ସଚିବାଳୟ ଏଏସଓ ନିଯୁକ୍ତି ସମ୍ପର୍କିତ ମାମଲାରେ ଶୁକ୍ରବାର (୮ ଡିସେମ୍ବର) ଦିନ ଦୁଇଘଣ୍ଟାର ଶୁଣାଣି ପରେ ଆଜି (୧୧ ଡିସେମ୍ବର) ପୁଣି ପ୍ରାୟ ୨ ଘଣ୍ଟା ୪୫ ମିନିଟ ର ଶୁଣାଣି ହୋଇଥିଲା । ଉଭୟ ପକ୍ଷର ଜବାବ ସୁଆଲ ସହିତ ବିଭିନ୍ନ ଦିଗ ଉପରେ ଯୁକ୍ତି ଉପସ୍ଥାପନା କରାଯିବା ପରେ ମାନ୍ୟବର ଅଦାଲତ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ।
No comments:
Post a Comment