4 Lok Sabha seats
39 candidates filed 75 nomination papers
28 Assembly seats
266 candidates filed 483 nomination papers
ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ୩ ଦିନ ବନ୍ଦ ରହିବ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାଂସ୍କୃତିକ ପରିଷଦ ଦ୍ବାରା ତା ୦୩। ୦୪। ୨୦୨୪ ରିଖ ଠାରୁ ଆନ୍ଃବିଭାଗୀୟ ଭଲିବଲ ପ୍ରତିଯୋଗୀତା ଆୟୋଜନ କରାଯାଇଛି। ଏଥିରେ ମୋଟ ୨୪ଟି ଭାଗ ନେଉଥିବାବେଳେ ୪ଟି ଗ୍ରୁପ ରେ ବିଭକ୍ତ ହୋଇ ଖେଳୁଛନ୍ତି। ସେହିପରି ୫ଟି ମହିଳା ଦଳକୁ ନେଇ ଥ୍ରୋ-ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି।
ସଚିବାଳୟ ମିନି ଷ୍ଟାଡିୟମରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଗୁଡିକ ଦୁଇଟି କୋର୍ଟ ରେ ସଂଧ୍ଯା ୫:୩୦ ଘଟିକାରୁ ୮:୦୦ ଘଟିକା ପର୍ୟ୍ଯନ୍ତ ଖେଳା ଯାଉଛି।