ଆବେଦନ ଆରମ୍ଭ : 20.01.2022
ଶେଷ ତାରିଖ :
Registration / Re-registration / Fee Payment : 19.02.2022 (11.59PM)
Submission of registered application : 25.02.2022 (11.59PM)
- ସର୍ବନିମ୍ନ ବୟସ ସୀମା :
All Category : 21 Years
(Should not born later than 01.01.2000)
- ଉଚ୍ଚ ବୟସ ସୀମା ;
UR (Male) : 38 Years(Should not born before 02.01.1983)
- ଉଚ୍ଚ ବୟସ ସୀମାରେ କୋହଳ;
SC/ST/SEBC/Women/Ex-Serviceman : 43 Years (38+5)PwD - UR : 48 Years (38+10)PwD - SC/ST/SEBC : 53 Years (38+10+5)
ଶିକ୍ଷାଗତ ଯୋଗ୍ୟତା : Bachelor Degree in any discipline from a recognised University with adequate Computer Knowledge.
ଅର୍ଥାତ୍ ଆବେଦନକାରୀ ଯେକୋଣସି ବିଷୟ ରେ ସ୍ନାତକ ହାସଲ କରିଥିବା ଆବଶ୍ଯକ। କିନ୍ତୁ କମ୍ପୁଟର ଜ୍ଞାନ ଥିବା ଦରକାର। ଏଠାରେ ସମସ୍ତେ ନିଶ୍ଚିତ ହେବା ଦରକାର ଯେ, କମ୍ପୁଟର ଶିକ୍ଷା ସମ୍ବନ୍ଧିତ କୌଣସି ସାର୍ଟିଫିକେଟ ର ଆବଶ୍ଯକତା ନାହିଁ। ପିଲାମାନେ ଅକାରଣରେ କୌଣସି ଅନୁଷ୍ଠାନ ଯାଇ ଅଯଥା ଟଙ୍କା ଖର୍ଚ୍ଚ କରି କମ୍ପୁଟର ସାର୍ଟିଫିକେଟ ପଛରେ ସମୟ ନଷ୍ଟ କରନ୍ତୁ ନାହିଁ। ଆପଣଙ୍କ କମ୍ପୁଟର ଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷା (Skill Test) ରେ ଜଣାପଡିବ।
Keep ready before Registration:
1. Mobile Number
2. E-mail ID
3. Passport Photo (Scanned)
4. Signature (Scanned)
5. Left hand thumb impression (Scanned)
6. Aadhar Card Number
7. Matriculation Certificate
8. Intermediate Certificate
9. Graduation Certificate
10. Caste Certificate (ST/SC/SEBC)*
11. PwD Certificate*
12. Debit Card / Net Banking for payment
Notes :
ପ୍ରଶ୍ନ : ଜଣେ ପରୀକ୍ଷାର୍ଥୀ ୦୧.୦୧.୨୦୨୧ ପରେ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଆବେଦନ କରି ପାରିବ କି?
ଉତ୍ତର : ହଁ, ଆବେଦନ କରିବା ଶେଷ ତାରିଖ (୨୫.୦୨.୨୦୨୨) ସୁଦ୍ଧା ସ୍ନାତକ ପରୀକ୍ଷା ସାର୍ଟିଫିକେଟ ହାସଲ କରିଥିବା ଆବଶ୍ଯକ। ସେହିପରି ଅନ୍ୟ ଦରକାରୀ ଦସ୍ତାବିଜ ମଧ୍ଯ ଆବେଦନ ଶେଷ ତାରିଖ ସୁଦ୍ଧା ଉପଯୁକ୍ତ ଅଧିକାରୀ ଙ୍କ ଦ୍ୱାରା ଜାରି ହୋଇଥିବା ଆବଶ୍ଯକ।
ପ୍ରଶ୍ନ : SEBC Certificate କେତେ ଦିନ ଭିତରେ ଜାରି ହୋଇଥିବା ଦରକାର?
ଉତ୍ତର : ଆବେଦନ କରିବା ଶେଷ ତାରିଖ (୨୫.୦୨.୨୦୨୨) ର ତିନି ବର୍ଷ ଭିତରେ ଜାରି ହୋଇଥିବା ଆବଶ୍ଯକ। ଅର୍ଥାତ୍ ୨୫.୦୨.୨୦୧୯ ପୂର୍ବରୁ ଜାରି ହୋଇଥିବା ସାର୍ଟିଫିକେଟ ଖାରଜ ହୋଇଯିବ। କିନ୍ତୁ SEBC certificate ବଦଳରେ OBC Certificate ଗ୍ରହଣୀୟ ନୁହେଁ।
1 comment:
My matric cert. Mother no spelling mistake what to do
Post a Comment