Saturday 2 April 2022

OSSA Election : Four candidatures withdrawn

ରାଜ୍ୟ ସଚିବାଳୟ ସେବା ସଂଘ (ଓସା) ର ସାଧାରଣ ନିର୍ବାଚନ - ୨୦୨୨ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୨୩ ଜଣଙ୍କ ମଧ୍ୟରୁ ୪ ଜଣ ପ୍ରତ୍ୟାହାର କରିଛନ୍ତି। ଫଳରେ ମୋଟ ୧୯ ଜଣ ପ୍ରତିଦ୍ବନ୍ଦୀ ହିଁ ଅସଲ  ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯଦିଓ ଔପଚାରିକ ଭାବେ ଏହି ନିର୍ବାଚନ ଦଳୀୟ କିମ୍ବା ପ୍ୟାନେଲ ଭିତ୍ତିକ ନୁହେଁ କିନ୍ତୁ ଦୁଇ ପ୍ରମୁଖ ପ୍ରତିନ୍ଦ୍ୱନ୍ଦୀ ସେମାନଙ୍କ ସମର୍ଥକଙ୍କ ସହିତ ନିର୍ବାଚନ ଲଢିବେ। ଜଣେ ମାତ୍ର ସ୍ୱାଧୀନ ପ୍ରାର୍ଥୀ ସଂପାଦକ ପଦବୀ ପାଇଁ ଲଢିବେ। 

No comments: