Saturday 25 March 2023

Pension Adalat : Grievances will be received till 31.03.2023

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ୍ ସମ୍ବନ୍ଧୀତ ଅଭିଯୋଗ ଦାଖଲ କରିବା ପାଇଁ ଦିଆଯାଇଥିବା ସମୟସୀମା ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୭ରୁ ୩୧ ତାରିଖ ମଧ୍ଯରେ ପେନସନ୍ ଅଦାଲତ ପୋର୍ଟାଲ: pension.hrmsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପାଇଁ ମୋ ସେବା କେନ୍ଦ୍ରର ସହାୟତା ମଧ୍ଯ ନେଇପାରିବେ।

ସୂଚନାଯୋଗ୍ୟ, ଏହି ସମୟସୀମା ୨୦ ଜାନୁଆରୀ, ୨୦୨୩ ରୁ ୨୦ ଫେବୃଆରୀ, ୨୦୨୩ ପର୍ଯ୍ୟନ୍ତ ଦିଆଯାଇଥିଲା। ପେନସନ ସୁବିଧା ରୁ ବଞ୍ଚିତ ହୋଇଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଏହି ବର୍ଦ୍ଧିତ ସମୟସୀମା ମଧ୍ୟରେ ନିଜର ଅଭିଯୋଗ ପଞ୍ଜିକରଣ କରିପାରିବେ। 

No comments: