Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Tuesday, 1 February 2022
Functioning of Government offices from February 2022
Monday, 31 January 2022
Sunday, 30 January 2022
Secretariat ASO Recruitment 2021 : Clarification on Marking System and vacancy
ସଚିବାଳୟର ସହକାରୀ ଉପବିଭାଗ ଅଧିକାରୀ (ଏଏସ୍ଓ) ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ଆଶା କରେ, ସମସ୍ତ ଆଶାୟୀ ପରୀକ୍ଷାର୍ଥୀ ଜୋରଦାର ପ୍ରସ୍ତୁତି ଜାରି ରଖିଥିବେ । ଇତି ମଧ୍ୟରେ କିଛି କିଛି ପିଲାମାନଙ୍କ ମଧ୍ୟରେ ପରୀକ୍ଷା ତଥା ଖାଲି ପଦବୀ ନେଇ ଦ୍ୱନ୍ଦ୍ୱ ରହିପାରେ। ସେଥିମଧ୍ୟରୁ କିଛି ନିମ୍ନରେ ପ୍ରଦାନ କରାଗଲା।
ଖାଲି ପଦବୀ କେତେ?
ଗତ ଏକ ବର୍ଷ ଧରି ଏଏସ୍ଓ ବିଷୟରେ ବାରମ୍ବାର ପଚାରୁଥିବା ମୋର ଜଣେ ସଂପର୍କୀୟଙ୍କ ଝିଅ ଏପର୍ଯ୍ୟନ୍ତ ଆବେଦନ କରିନାହିଁ। ସେ SEBC- Women ଅନ୍ତର୍ଗତ ହୋଇଥିବାରୁ କୌଣସି ଏକ ଅନାମଧ୍ୟେୟ ଓ୍ୱେବସାଇଟ ପଢି ସେ ମୋତେ ହତୋତ୍ସାହିତ ହୋଇ କହିଲା, ଭାଇ ମୋ ପାଇଁ ମାତ୍ର ୨୧ଟି ପୋଷ୍ଟ ବାହାରିଛି। ମୁଁ ଏତେ ପଣ୍ଡିତ ନୁହେଁ ଯେ, ସହଜରେ ଚାକିରୀ ଗୋଟେ ପାଇପାରିବି। ତେଣୁ ଆବେଦନ କରିବି ନାହିଁ। ଏମିତି ଆଉ କିଛି ପିଲା ଅଛନ୍ତି, ସେମାନେ ସଂପୂର୍ଣ୍ଣ ୭୯୬ ପଦବୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମଧ୍ଯ ଭାବନ୍ତି । ତେଣୁ ଏହି ଖାଲି ପଦବୀ ବିଷୟରେ କମ୍ ଧାରଣା ଥିବା ପିଲାମାନଙ୍କ ଉଦ୍ଦେଶ୍ଯରେ ଆଜିର ଏହି ଆଲେଖ୍ୟ।
ସବୁ ସମୟ ପରି ପୁଣି ଥରେ କହିରଖେ, ଆଗାମୀ ଏଏସ୍ଓ ପରୀକ୍ଷା ପାଇଁ କୌଣସି ପ୍ରକାର ଜିଜ୍ଞାସା ଥିଲେ ଓପିଏସସିର ନିଯୁକ୍ତି ବିଜ୍ଞାପନ କୁ ହିଁ ପଢନ୍ତୁ। ତାହା ହିଁ ସବୁଠାରୁ ଠିକ ସୂଚନା ଦେଇପାରିବ।
ସାଧାରଣ ଭାଷାରେ କହିଲେ, ଯେମିତି ଗୋଟିଏ ବସ୍ ରେ ଥିବା ୪୫ ସିଟରୁ ପ୍ରଥମରୁ କିଛି ସିଟ ପାଇଁ Ladies, MLA, PwD ବୋଲି ଲେଖାଥାଏ। ଅର୍ଥାତ୍ ଏହି ସିଟ ଗୁଡିକ ସଂରକ୍ଷିତ (Reserved) ଓ ଅନ୍ୟ ସିଟ ସବୁ ଅଣ ସଂରକ୍ଷିତ (Unreserved).
ଯେତେବେଳେ ହଠାତ୍ କିଛି ଲୋକ ବସ୍ ରେ ଚଢିବେ, Ladies ସିଟ ଖାଲି ଥିଲେ ମଧ୍ଯ ଯଦି ଅନ୍ୟ ସିଟ ସବୁ ଅଧିକ୍ରୁତ ହୋଇସାରିଛି ତେବେ ଜଣେ ପୁରୁଷ ଯାତ୍ରୀ ଛିଡା ହୁଏ ପଛକେ, କିନ୍ତୁ ମହିଳା ଙ୍କ ପାଇଁ ସଂରକ୍ଷିତ ଆସନରେ ବସେ ନାହିଁ।
କିନ୍ତୁ ଯଦି ଯଣେ ମହିଳା ଉକ୍ତ ବସରେ ଚଢି ଦେଖେ ଯେ, ସବୁ ମହିଳା ସିଟ ଅଧିକ୍ରୁତ ହୋଇସାରିଛି ଅଥଚ ପଛରେ ଅନ୍ୟ ସିଟ କିଛି ଖାଲି ଅଛି ତେବେ ସେ ସେଠାରେ ଯାଇ ବସି ପଡେ। କାରଣ ସେ ସବୁ unreserved.
ଏସବୁର ସାରାଂଶ ହେଲା, reserved seat ରେ କେବଳ ସେହି ବର୍ଗର ଲୋକବସିପାରିବେ କିନ୍ତୁ unreserved seat ରେ ଯେକୌଣସି ଲୋକବସିପାରିବେ ।
ଆଗାମୀ ଏଏସ୍ଓ ନିଯୁକ୍ତି ରେ ଯଦି କ୍ୟାଟେଗୋରି ଅନୁଯାୟୀ ଦେଖିବା, ତେବେ ୨୬୫ ପଦବୀ ମହିଳା ଙ୍କ ପାଇଁ ସଂରକ୍ଷିତ। କିନ୍ତୁ ଯଦି ଅଧିକ ମାର୍କ ରୁହେ ତେବେ ଅଧିକ ମହିଳା ମଧ୍ଯ ରହିପାରିବେ। ସେହିପରି ଜଣେ ପରୀକ୍ଷାର୍ଥୀ ମନରେ ଧାରଣା ଆସିପାରେ ଯେ, UR ପାଇଁ ୪୪୭ ପଦବୀ ଥିଲାବେଳେ SEBC ପାଇଁ ମାତ୍ର ୬୨ ପଦବୀ ଅଛି। ତେଣୁ କିଛି SEBC ପରୀକ୍ଷାର୍ଥୀ କମ୍ ପଦବୀ ଭାବି ଆବେଦନ ବେଳେ UR ବୋଲି ଲେଖି ଦେଇପାରନ୍ତି। ଏଭଳି ଭୁଲ କରନ୍ତୁ ନାହିଁ। ନିଜର କ୍ଯାଟେଗୋରୀ ଅନୁସାରେ UR/SEBC/SC/ST ଲେଖନ୍ତୁ।
ଚୟନ ପ୍ରକ୍ରିୟା : ସଂପୂର୍ଣ୍ଣ ପରୀକ୍ଷା ପାଇଁ ଆବେଦନ କରିଥିବା ସବୁ ପିଲାମାନଙ୍କୁ ମାର୍କ ଅନୁଯାୟୀ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯାଏ। ପ୍ରଥମେ କୌଣସି ସଂରକ୍ଷଣ ହିସାବ କରାଯାଏ ନାହିଁ । ଯଦି ଜଣେ SC-Woman ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖେ ତେବେ ସେ ପିଲାକୁ unreserved ର ପ୍ରଥମ ସିଟ ମିଳେ। ଏହିପରି ପ୍ରଥମେେ ୪୪୭ ଜଣ ପିିିିିିଲା ଚୟନ ପରେ, SEBC, SC, ST ମାନଙ୍କ ର ଅଲଗା ଅଲଗା ମେରିଟ ଲିଷ୍ଟ ତିଆରି କରାଯାଇ ସେମାନଙ୍କ ପାଇଁ ସଂରକ୍ଷିତ ପଦବୀ ଆବଣ୍ଟିତ କରାଯାଏ। ଆଉ ଯାହା ବୈଷୟିକ ପ୍ରକ୍ରିୟା ଅଛି, ସାଧାରଣରେ ବୁଝାଇ ହେବ ନାହିଁ। ତେଣୁ ଅଯଥା ଦ୍ୱନ୍ଦ୍ୱ ମଧ୍ୟରେ ନରହି, ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ତଥା ବହୁ ସଂଖ୍ଯକ ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ରେ ଅଂଶ ଗ୍ରହଣ କରି ନିଜର ଯୋଗ୍ୟତା ତଥା ପରିଶ୍ରମ ବଳରେ ଗୋଟିଏ ପଦବୀ ହାସଲ କରିବାକୁ ଚେଷ୍ଟା କରନ୍ତୁ।
Marking System : ଯଦିଓ ୪୦୦ ନମ୍ବରରୁ ଅତିକମରେ ୨୫୦ ନମ୍ବର ଆବଶ୍ଯକ ବୋଲି କୁହାଯାଏ,, କିନ୍ତୁ କେହି ଜଣେ ପଚାରିଥିଲେ ଯେ, ଯଦି ୩ଟି ବିଷୟରେ ୨୫୦ ମାର୍କ ରଖି ସାଧାରଣ ଜ୍ଞାନ ରେ ଶୂନ୍ଯ (୦) ନମ୍ବର ରଖେ ତେବେ ପରୀକ୍ଷା ରେ ପାସ ହେବ କି ନାହିଁ? ନିଯୁକ୍ତି ବିଜ୍ଞାପନ ଅନୁୁୁୁୁସାରେ ସବୁ ବିଷୟର Qualifying mark ଓପିଏସସିର ପରିସର ଭୁକ୍ତ। ତେଣୁ ବିଷୟ ଅନୁଯାୟୀ ସାରା ଓଡିଶାର ପରୀକ୍ଷାର୍ଥୀଙ୍କ ନମ୍ବରକୁ ଦେଖି କ୍ୱାଲିଫାଇଙ୍ଗ ମାର୍କ ନିର୍ଦ୍ଧାରଣ କରାଯାଏ। କିିିିନ୍ତୁ ଏତିକି ନିଶ୍ଚିତ ଯେ କୌଣସି ପେପରରେ ଶୂନ୍ଯ ରଖିଲେ ଚୟନ ପ୍ରକ୍ରିୟାରୁ ବାଦ ପଡିବାର ସମ୍ଭାବନା ଅଧିକ ଥାଏ।
ଆବେଦନ ପାଇଁ ଶେଷ ତାରିଖ କୁ ଅପେକ୍ଷା କରନ୍ତୁ ନାହିଁ।
Tuesday, 25 January 2022
Sunday, 23 January 2022
Secretariat ASO Recruitment 2021 : Be ready for tough competition
Saturday, 22 January 2022
Six members in one mobile number through Co-WIN
Ministry of Health & Family Welfare
Co-WIN Update
Six members can be registered using one mobile number on Co-WIN
In continuation of updates on various utility features of Co-WIN for the beneficiaries, the following features are added in the self-registration portal of CoWIN.
a) Registration on Co-WIN –Instead of the existing limit of 4 members, now 6 members can be registered using one mobile number on Co-WIN.
b) Revoke Vaccination Status- A new utility feature has been introduced under raise an issue in Co-WIN account through which beneficiary can revoke its current vaccination status from fully vaccinated to partially vaccinated or unvaccinated status and also partially vaccinated to unvaccinated status. The vaccination status can be corrected by the beneficiaries, where in occasional isolated cases, the vaccination Certificates are generated due to inadvertent data entry errors by the vaccinator in updation of vaccination data of beneficiaries. The Changes may take 3-7 days after submitting the online request through raise an issue utility.Such beneficiaries can get their due vaccine dose, may be at nearest vaccination center, as per the existent standard guidelines once new vaccination status is successfully updated in the system.
****
HFW/Co-WIN Update/21st January 2022/4
(Release ID: 1791565)Ban on physical rallies and road shows till 31 January
ELECTION COMMISSION
ECI extends ban on physical rallies and road shows till January 31, 2022
Relaxation for Physical public meetings of Political parties or contesting candidates for Phase 1 allowed from January 28, 2022 and for Phase 2 from February 1, 2022
Limit of 5 persons for door to door campaign enhanced to 10 persons
Video vans for publicity permitted at designated open spaces with COVID restrictions
The Election Commission of India today held a review meeting with the Secretary, Ministry of Health and Family Welfare, Government of India through virtual mode. The Commission also held virtual meetings with Chief Secretaries, Chief Electoral Officers and Health Secretaries of Goa, Manipur, Punjab, Uttarakhand and Uttar Pradesh.
Secretariat ASO Recruitment 2021 : Option for Odia Language Passed
ଗତ ୨୦.୦୧.୨୦୨୨ ତାରିଖ ଠାରୁ ସଚିବାଳୟ ଏଏସ୍ଓ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଓଡିଶା ସରକାରଙ୍କ ସମସ୍ତ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନକାରୀ ପାଇଁ ସ୍ଥିରୀକୃତ ସମସ୍ତ ଯୋଗ୍ୟତା ମଧ୍ଯରୁ ଓଡିଆ ବିଷୟ ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ କରାଯାଇଛି। ଅନଲାଇନ୍ ଆବେଦନ ସମୟରେ କିଛି ପରୀକ୍ଷାର୍ଥୀ ଟିକେ ଦ୍ୱନ୍ଦ୍ୱରେ ପଡିପାରନ୍ତି ।
Options given :
- Passed Middle School Exam with Odia as a Language subject; OR
- Passed Matriculation Or equivalent Examination with Odia as a medium of Examination in Non-language subjects. OR
- Passed in Odia as Language Subject in the Final Examination of Class VII or above. OR
- Passed a test in Odia in Middle English School standard conducted by the School and Mass Education Department
ଆବେଦନକାରୀ :
୧) ସାଧାରଣତଃ ୯୦% ଆବେଦନକାରୀ ଓଡିଆ ମିଡିୟମ ସ୍କୁଲରୁ ଆସିଥିବେ । ଯେଉଁମାନେ ୧ମରୁ ୧୦ମ ଶ୍ରେଣୀ ଓଡିଆ ଭାଷାରେ ପରୀକ୍ଷା ଦେଇଛନ୍ତି (Medium of examination is Odia) । ସେହିପରି ବୋର୍ଡ ପରୀକ୍ଷାରେ ଗୋଟିଏ ବିଷୟ ପ୍ରଥମ-ଭାଷା-ଓଡିଆ (FLO) ମଧ୍ଯ ଥିବ।
ଏମାନଙ୍କ ପାଇଁ Option-C ପ୍ରଯୁଜ୍ୟ ଅଟେ। ଏହାର ଅର୍ଥ, ୭ମ ରୁ ୧୦ମ ଓଡିଆ ଏକ Language Subject ଥାଇ ଉତ୍ତୀର୍ଣ୍ଣ ହୋଇଥିବ।
କିନ୍ତୁ Option-B ମଧ୍ଯ ଚଳିବ। ଏହାର ଅର୍ଥ Matriculation examination ରେ କେବଳ ଭାଷା ଭିିିିିିତ୍ତିକ ପେପର (FLO, SLE, TLS, TLH) କୁ ଛାଡିଦେଲେ ଅନ୍ୟ ବିଷୟ ସବୁ ଓଡିଆ ଲିପିରେ ପରୀକ୍ଷା ଦେଇଥିବ ।
୨) କିଛି ଆବେଦନକାରୀ ଇଂରାଜୀ ମିଡିୟମରୁ ଥିବେ। ସେମାନେ ୧ମରୁ ୧୦ମ ଶ୍ରେଣୀ ଇଂରାଜୀ ଭାଷାରେ ପରୀକ୍ଷା ଦେଇଥିବେ। ସେମାନେ ବୋର୍ଡ ପରୀକ୍ଷାରେ କୌଣସି ପେପର ଓଡିିଆ (Language Subject) ରଖିନଥିିିବେ।
କିନ୍ତୁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶାଙ୍କ ତରଫରୁ ଏହି ବର୍ଗର ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଓଡିଆ ପରୀକ୍ଷା ଗୋଟିଏ କରାଯାଏ। ୭ମ ରୁ ୧୦ମ ଶ୍ରେଣୀ ମଧ୍ୟରେ ସୁବିଧା ଅନୁସାରେ ପିଲାମାନେ ଏହି ପରୀକ୍ଷା ଦେଇ ସାର୍ଟିଫିକେଟ ହାସଲ କରନ୍ତି।
ଏମାନଙ୍କ ପାଇଁ Option- D ପ୍ରଯୁଜ୍ୟ ଅଟେ।
# ଯଦି କେହି ଭୁଲ୍ ବଶତଃ ଅନ୍ୟ କିଛି Option ଭୁଲରେ ଦେଇସାରିଛନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ। ସାର୍ଟିଫିକେଟ ଯାଞ୍ଚ ସମୟରେ ଉପଯୁକ୍ତ କାଗଜପତ୍ର ଦେଖାଇପାରିବେ।
Sunday, 16 January 2022
Biju Patnaik State Police Academy, Bhubaneswar : Best in the country
Saturday, 15 January 2022
OSWAS renaming : Term Secretariat replaced as State
Friday, 14 January 2022
Secretariat ASO Recruitment 2021 : Eligibility
ଆବେଦନ ଆରମ୍ଭ : 20.01.2022
ଶେଷ ତାରିଖ :
Registration / Re-registration / Fee Payment : 19.02.2022 (11.59PM)
Submission of registered application : 25.02.2022 (11.59PM)
- ସର୍ବନିମ୍ନ ବୟସ ସୀମା :
All Category : 21 Years
(Should not born later than 01.01.2000)
- ଉଚ୍ଚ ବୟସ ସୀମା ;
UR (Male) : 38 Years(Should not born before 02.01.1983)
- ଉଚ୍ଚ ବୟସ ସୀମାରେ କୋହଳ;
SC/ST/SEBC/Women/Ex-Serviceman : 43 Years (38+5)PwD - UR : 48 Years (38+10)PwD - SC/ST/SEBC : 53 Years (38+10+5)
ଶିକ୍ଷାଗତ ଯୋଗ୍ୟତା : Bachelor Degree in any discipline from a recognised University with adequate Computer Knowledge.
ଅର୍ଥାତ୍ ଆବେଦନକାରୀ ଯେକୋଣସି ବିଷୟ ରେ ସ୍ନାତକ ହାସଲ କରିଥିବା ଆବଶ୍ଯକ। କିନ୍ତୁ କମ୍ପୁଟର ଜ୍ଞାନ ଥିବା ଦରକାର। ଏଠାରେ ସମସ୍ତେ ନିଶ୍ଚିତ ହେବା ଦରକାର ଯେ, କମ୍ପୁଟର ଶିକ୍ଷା ସମ୍ବନ୍ଧିତ କୌଣସି ସାର୍ଟିଫିକେଟ ର ଆବଶ୍ଯକତା ନାହିଁ। ପିଲାମାନେ ଅକାରଣରେ କୌଣସି ଅନୁଷ୍ଠାନ ଯାଇ ଅଯଥା ଟଙ୍କା ଖର୍ଚ୍ଚ କରି କମ୍ପୁଟର ସାର୍ଟିଫିକେଟ ପଛରେ ସମୟ ନଷ୍ଟ କରନ୍ତୁ ନାହିଁ। ଆପଣଙ୍କ କମ୍ପୁଟର ଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷା (Skill Test) ରେ ଜଣାପଡିବ।
Keep ready before Registration:
1. Mobile Number
2. E-mail ID
3. Passport Photo (Scanned)
4. Signature (Scanned)
5. Left hand thumb impression (Scanned)
6. Aadhar Card Number
7. Matriculation Certificate
8. Intermediate Certificate
9. Graduation Certificate
10. Caste Certificate (ST/SC/SEBC)*
11. PwD Certificate*
12. Debit Card / Net Banking for payment
Notes :
ପ୍ରଶ୍ନ : ଜଣେ ପରୀକ୍ଷାର୍ଥୀ ୦୧.୦୧.୨୦୨୧ ପରେ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଆବେଦନ କରି ପାରିବ କି?
ଉତ୍ତର : ହଁ, ଆବେଦନ କରିବା ଶେଷ ତାରିଖ (୨୫.୦୨.୨୦୨୨) ସୁଦ୍ଧା ସ୍ନାତକ ପରୀକ୍ଷା ସାର୍ଟିଫିକେଟ ହାସଲ କରିଥିବା ଆବଶ୍ଯକ। ସେହିପରି ଅନ୍ୟ ଦରକାରୀ ଦସ୍ତାବିଜ ମଧ୍ଯ ଆବେଦନ ଶେଷ ତାରିଖ ସୁଦ୍ଧା ଉପଯୁକ୍ତ ଅଧିକାରୀ ଙ୍କ ଦ୍ୱାରା ଜାରି ହୋଇଥିବା ଆବଶ୍ଯକ।
ପ୍ରଶ୍ନ : SEBC Certificate କେତେ ଦିନ ଭିତରେ ଜାରି ହୋଇଥିବା ଦରକାର?
ଉତ୍ତର : ଆବେଦନ କରିବା ଶେଷ ତାରିଖ (୨୫.୦୨.୨୦୨୨) ର ତିନି ବର୍ଷ ଭିତରେ ଜାରି ହୋଇଥିବା ଆବଶ୍ଯକ। ଅର୍ଥାତ୍ ୨୫.୦୨.୨୦୧୯ ପୂର୍ବରୁ ଜାରି ହୋଇଥିବା ସାର୍ଟିଫିକେଟ ଖାରଜ ହୋଇଯିବ। କିନ୍ତୁ SEBC certificate ବଦଳରେ OBC Certificate ଗ୍ରହଣୀୟ ନୁହେଁ।
Thursday, 13 January 2022
Wednesday, 12 January 2022
Tuesday, 11 January 2022
Panchayatiraj Election 2022 : Phase wise Polling dates approved
- Code of Conduct Starts : 11.01.2022
- Issue of Notice : 13 January, 2022
- Nomination : 17-21 January, 2022
- Scrutiny of candidature : 22 January, 2022
- List of valid candidates : 23 January, 2022
- Withdrawal of candidature : 25 January, 2022 (By 3pm)
- List of final contestants : 25 January, 2022 (After 3pm)
- POLLING DATES : 16,18, 20, 22 & 24 February, 2022
- Counting of Votes : 26-28 February, 2022
- Declaration of Elected Candidates: 02,03 & 04 March, 2022
- Selection of Naib-Sarapanch : 11.03.2022
- Selection of Chairman, Panchayat Samiti : 12.03.2022
- Selection of President to Zilla Parishad : 13.03.2022
- Selection of vice-Chairman, Panchayat Samiti : 23.03.2022
- Selection of vice-President to Zilla Parishad : 25.03.2022
- Code of Conduct Ends : 28.02.2022
- Zilla Parishad Members (DOWNLOAD)
- Panchayat Samiti Members (DOWNLOAD)
- Sarapanch & Ward Members (DOWNLOAD)