
Women Doubles :
Monali Pradhan & Madhusmita Jena (W)
Nibedita Kisan & Snehasmita Sahu (R)
Mixed Doubles : 
Runtu Sahu & Nibedita Kisan (W)
Rajesh Das & Madhusmita Jena (R)
Veteran Mens Singles :

Ajaya Kumar Bai & Nirmal Deobhanj (R)

Women Doubles :
Monali Pradhan & Madhusmita Jena (W)
Mixed Doubles : 
Runtu Sahu & Nibedita Kisan (W)
Rajesh Das & Madhusmita Jena (R)
Veteran Mens Singles :

Ajaya Kumar Bai & Nirmal Deobhanj (R)
ଆଜି ରାଜ୍ୟ କ୍ୟାବିନେଟର ୩୪ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
କ୍ୟାବିନେଟ ବୈଠକରେ ମୋଟ ୮ ଟି ବିଭାଗର ୧୧ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି l ତନ୍ମଧ୍ୟରେ ଶିଳ୍ପ ବିଭାଗ, ଗୃହ ( ସ୍ୱରାଷ୍ଟ୍ର)ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ବ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ ଟି, ଏହିପରି ମୋଟ ୧୧ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଗତ କରାଯାଇ ଆଲୋଚନା ପୂର୍ବକ ସମସ୍ତ ପ୍ରସ୍ତାବ ଅନୁମୋଦନ କରାଯାଇଥିବା ଜଣାଯାଇଛି ଲ
The State Government has been pleased to extend eligibility for the Odisha Teacher Eligibility Test (OTET) under Category–II to candidates who have passed the 2-year B.Ed (Special Education) course.
Shri Satyabrata Sahu, : Member, Board of Revenue
Shri Deoranjan Kumar Singh : DC-cum-ACS, P&C Deptt, Revenue &DM Deptt
Shri Hemant Sharma : ACS Industries Deptt, I&PR Deptt., Home Deptt, Chaiman, IPICOL
Smt. Subha Sharma : Principal Secretary W&CD Deptt., Water Resources Deptt.
Sri Bhaskar Jyoti Sarma : Principal Secretary, Excise Deptt., Forest Env & CC Deptt, CMD OPTCL and Chairman OSBCL
Shri Rajesh Prabhakar Patil : Commissioner cum Secretary, Cooperation Deptt
Smt. Madhumita Rath : Collector & DM, Nayagarh
Shri Akhay Anil Agrawal : Collector & DM, Gajapati