Friday 30 June 2023

OPSC ASO RESULT 2021 : New Court Case to be listed alongwith Review Petition next week

ରାଜ୍ୟ ସଚିବାଳୟର ୭୯୬ ଏଏସଓ ପଦବୀ ପାଇଁ ହୋଇଥିବା ନିଯୁକ୍ତି ପରୀକ୍ଷା ୨୦୨୧ ର ଚୁଡାନ୍ତ ଫଳାଫଳ ଏବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଅପେକ୍ଷାରେ। ଗୋଟିଏ ପରେ ଗୋଟିଏ ମାମଲା ଅଦାଲତରେ ଦାୟର ହେବା ଫଳରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି। 

ଆସନ୍ତା ଦୁଇମାସ ମଧ୍ୟରେ ନୂତନ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଅଦାଲତ ଆଦେଶ ଦେଇଥିଲେ ମଧ୍ଯ ପୁଣି କିଛି ପିଟିସନ ଦାୟର ହେବା ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ପୁଣି ବିଳମ୍ବିତ ହୋଇଛି। 

LIST OF DATES : 

31.12.2021 : The OPSC published advertisement 

27.08.2022 : The written examination was conducted byt he OPSC.

17.11.2022 : The select list of 1104 number of candidates was published.

02.12.2022 : This Hon'ble Court was pleased to issue notice in W.P. (C ) No.32174 12022 and as an interim measure directed that the process of selection may continue as per the schedule but no final merit list be published.

04.12.2022 : The Skill test was conducted by the OPSC.

19.05.2023 : The final judgment was passed by Hon'ble Court to redraw merit list based aggregate marks. 

----------------------------------------------

CASES DISPOSED : 

WP(C) No.32174 / 2022 (Rajat Kumar Mishra Vs State of Odisha & others) ର ଶୁଣାଣି କରି ମାନ୍ୟବର ଅଦାଲତ  ତା. ୧୯.୦୫.୨୦୨୩ ରିଖରେ ଚୁଡାନ୍ତ ରାୟ ପ୍ରକାଶ କରି ସାରିଛନ୍ତି। ଏଥିରେ, ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟ (ବିଷୟ ଭିତ୍ତିକ କଟ୍ ଅଫ୍) କୁ ଖାରଜ କରି ମୋଟ ମାର୍କ ଅନୁଯାୟୀ ନୂତନ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। Click here to view / download. PDF

Extract of Judgement :

63. Accordingly, the writ petition stands allowed. The merit/select (short listed) list published vide Notice dated 07.11.2022 by the OPSC for document verification and skill test under Annexure-5 is hereby quashed. Consequential, Press Notice dated 10.11.2022 and 22.11.2022 are also hereby quashed. It is further directed that the OPSC shall redraw the select /merit (short listed) list strictly in terms of the Rule-6(5) and Rule-6(6) as well as the schedule appended to the Rules, 2016 on the basis of the aggregate marks secured by the candidates. Accordingly, the candidates shall be called for verification of document and to participate in the skill test on the basis of redrawn merit/select (short listed) within a period of two months from today. Further it is directed that both the State Government as well as the OPSC shall ensure that the selection process continues strictly in terms of the Rules, 2016. There shall be no order as to cost.  

----------------------------------------------

CASES PENDING : 

Review Petition RVWPET 257  / 2023 ( Kabita Jena & others Vs Rajat Kumar Mishra & others) : ତା. ୧୯.୦୫.୨୦୨୩ ରିଖର ରାୟକୁ ଚ୍ୟାଲେଞ୍ଜ କରି ଏହାର ପୁନଃ ବିଚାର କରିବାକୁ ଏକ ରିଭ୍ୟୁ ପିଟିସନ ଦାୟର କରାଯାଇଛି। ଏହାର ଶୁଣାଣି ପାଇଁ ଏପର୍ୟ୍ଯନ୍ତ ଦିନ ଧାର୍ଯ୍ୟ କରାଯାଇନାହିଁ। 

WP(C) No. 19402 / 2023  (Ruksana Ara Begum & others Vs Rajat Kumar Mishra & others) : ମୂଳ ମେରିଟ ଲିଷ୍ଟରେ ଥିବା କିଛି ପରୀକ୍ଷାର୍ଥୀ ଉକ୍ତ ମାମଲା ଦାୟର କରିଛନ୍ତି। ମୂଳ ମାମଲାର ରାୟରେ ଏମାନେ ପ୍ରଭାବିତ ହୋଇଥିବାରୁ ଏବଂ ମୂଳ ମାମଲାରେ ଏମାନଙ୍କୁ ପକ୍ଷଭୁକ୍ତ କରାଯାଇନଥିବାରୁ, ପୂର୍ବ ରାୟର ପୁନଃ ବିଚାର ପାଇଁ ଏମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାର ଶୁଣାଣି ଗତ ତା ୨୬।୦୬।୨୦୨୩ ରିଖରେ ଥିବାବେଳେ, ମାନ୍ୟବର ଅଦାଲତ ଆସନ୍ତା ସପ୍ତାହରେ ରିଭ୍ୟୁ ପିଟିସନ ସହିତ ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  

Order Dt.26.06.2023 (DOWNLOAD.PDF) 

"List this matter next week along with RVWPET No.257 of 2023 as prayed for by the learned counsel for the Petitioners."


IA No. 9081 / 2023 (Arising out of WP(C) No. 19402 / 2023)  : Ruksana Ara Begum & others Vs Rajat Kumar Mishra & others : 

ଓପିଏସସି ଦ୍ୱାରା ଲିଖିତ ପରୀକ୍ଷା ତଥା କମ୍ପୁଟର ଟେଷ୍ଟ ଦେଇସାରି କେବଳ ଚୁଡାନ୍ତ ଫଳାଫଳ କୁ ଅପେକ୍ଷା କରିଥିବାବେଳେ ମୂଳ ମାମଲାରେ ଏମାନଙ୍କୁ ପକ୍ଷଭୁକ୍ତ କରାଯାଇନଥିବାରୁ, ରିଭ୍ୟୁ ପିଟିସନ ୨୫୭/୨୦୨୩ ତଥା ରିଟ ପିଟିସନ ୧୯୪୦୨/୨୦୨୩ ର ଶୁଣାଣି ସରିବା ପର୍ୟ୍ଯନ୍ତ ପୂର୍ବ ରାୟ ଅନୁଯାୟୀ କୌଣସି ପଦକ୍ଷେପ ନ ନେବାକୁ ଓପିଏସସି କୁ ନିର୍ଦ୍ଦେଶ ଦେବାପାଇଁ ଅନ୍ତରୀଣ ଅପିଲ କରାଯାଇଛି। 

-----------------------------------------

No comments: