Saturday 8 July 2023

ASO Court Case : Next hearing on 13th July

ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଏଏସଓ ନିଯୁକ୍ତି ପରୀକ୍ଷା - ୨୦୨୧ ବିବାଦକୁ ନେଇ ଦାୟର ଦୁଇଟି ମାମଲାର ଆଜି ଏକତ୍ର ଶୁଣାଣି କରାଯାଇଥିଲା। ପ୍ରଥମଟି ଗତ ତା ୧୯। ୦୫। ୨୦୨୩ ରିଖ ରାୟର ପୁନଃବିଚାର ପାଇଁ ରିଭ୍ୟୁ ପିଟିସନ ହୋଇଥିବାବେଳେ ଅନ୍ୟଟି ମେଧାତାଲିକାରେ ସ୍ଥାନ ପାଇଥିବା କିଛି ପ୍ରାର୍ଥୀଙ୍କ ପକ୍ଷରୁ ରୁଜୁ ରିଟ ପିଟିସନ। 
ଜୁଲାଇ ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଅନ୍ୟ ପକ୍ଷରେ  ଗତ ୧୯ ମଇ, ୨୦୨୩ ତାରିଖର ନିର୍ଦ୍ଦେଶ (ଦୁଇମାସ ମଧ୍ୟରେ ସାନି ମେଧା ତାଲିକା ପ୍ରକାଶ) କୁ ଓପିଏସସି ଏପର୍ୟ୍ଯନ୍ତ କାର୍ଯ୍ୟକାରୀ କରିନଥିବା ଜଣାପଡିଛି। 

1 comment:

Ab said...

Bhai,,,,Smtyms it seems done a heavy mistake by preparing n appearing the exam for OPSC ASO..Only me n my god knows how much labour i hv done to crack this exam...it hv been already 1 yr of exam still no result.. moreover its abut to get the deadline given by honourable highcout still opsc z silent..govt too ......loosing hope every second now ...still hoping fr
Best ...