Saturday, 6 January 2024

Amendment of Odisha Consolidation of Holdings and Prevention of Fragmentation of Land Act 1972

ଚକବନ୍ଦୀ ଜମିର ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ପ୍ରକ୍ରିୟା ସହଜ ହୋଇଛି। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ (ସଂଶୋଧନ) ଅଧିନିୟମ, ୨୦୨୩ କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଙ୍ଘନ କରି ବିକ୍ରୟ/ହସ୍ତାନ୍ତର/ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା କରାଯିବ।

Gazette Notification 20396 Dt.29.12.2023

No comments: