Friday, 19 January 2024

ASO Recruitment Case reached Supreme Court: Notice to State & OPSC

ଗୋଟିଏ ପଟେ ଲୋକସେବା ଭବନରେ ଚୂଡାନ୍ତ ଚୟନ ତାଲିକାଭୁକ୍ତ ASO ପରୀକ୍ଷାର୍ଥୀ ମାନଙ୍କର Original Documents ଯାଞ୍ଚ ଚାଲିଥିବା ବେଳେ ମାମଲା ସୁପ୍ରିମକୋର୍ଟ ରେ ପହଞ୍ଚିଛି।
ଆଜି ତା୧୯.୦୧.୨୦୨୪ରିଖରେ ଏହାର ଲିଷ୍ଟି ହୋଇଛି। ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦଶ ପାଇଁ ହୋଇଥିବା ଆବେଦନ (Special Leave Petition)କୁ ବିଚାର ପାଇଁ ଗ୍ରହଣ କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ରାଜ୍ୟ ସରକାର ଏବଂ ଓଡିଶା ଲୋକସେବା ଆୟୋଗ (OPSC) କୁ ନୋଟିସ ଜାରି କରିଛନ୍ତି ।

ଏହାର ପରବର୍ତ୍ତୀ ଶୁଣାଣି ୧୯.୦୨.୨୦୨୪ ରେ ହୋଇପାରେ । ତେବେ ଆସନ୍ତା ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ୭୮୭ ଜଣଙ୍କୁ ନିଯୁକ୍ତି ପତ୍ର ଦେବାର ସମ୍ଭାବନା ଅଛି ।

No comments: