Sunday, 7 January 2024

Medical Examination of the 787 candidates selected for appointment to post of ASO in Odisha Secretariat Service.

Good news for the selected ASO Candidates..

Home Department has started the procedures for appointment of 787 recommended candidates very soon.

All candidates please visit official website of Home Department for the updates till their joining for concrete information.

MEDICAL EXAMINATION : 
ସମସ୍ତ ଜିଲ୍ଲାରୁ ଆସୁଥିବା ପିଲାମାନେ ଯେପରି  Medical Fitness Certificate ପାଇବାରେ ହଇରାଣ ନହେବେ ଏବଂ ସମସ୍ତେ ସମାନ ଢଙ୍ଗରେ ସହଜରେ ନିଜ ଜିଲ୍ଲାର CDMO ଅଫିସରୁ ପାଇପାରିବେ ସେଥିପାଇଁ ସ୍ଵରାଷ୍ଟ୍ର ବିଭାଗ ତରଫରୁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି ।

Letter to CDMOs
- ସମସ୍ତ ସିଡିଏମଓ ମାନଙ୍କୁ ଚିଠି କରାଯାଇ ସେମାନଙ୍କୁ ASO ମାନଙ୍କ ତାଲିକା ପ୍ରଦାନ କରାଯାଇଛି ।
-  ଡାକ୍ତରୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରି ତା୧୨.୦୧.୨୦୨୪ରିଖ ସୁଦ୍ଧା ସ୍ଵରାଷ୍ଟ୍ର ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
- ଯେଉଁ ଯେଉଁ ପରୀକ୍ଷା କରାଯିବା ଜରୁରୀ, ତାହାର ତାଲିକା ପ୍ରଦାନ କରିବା ସହିତ Medical Fitness Certificate ର Proforma ମଧ୍ୟ ପ୍ରଦାନ କରାଯାଇଛି ।
- ସମସ୍ତ ୭୮୭ ପିଲାମାନଙ୍କ ନିକଟକୁ eMail ମାଧ୍ୟମରେ Home Department ତରଫରୁ ସନ୍ଦେଶ ଦିଆଯାଇଛି । ଯଦି କେହି email ପାଇନଥିବେ, ବ୍ୟସ୍ତ ହେବା ଦରକାର ନାହିଁ । ୱେବସାଇଟ ରୁ download କରିପାରିବେ । CLICK HERE TO DOWNLOAD 




Memo to selected candidates 
- ୱେବସାଇଟ ରୁ Download ନକରି ମଧ୍ୟ ସିଧା ସଳଖ ନିଜ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀ (CDMO)ଙ୍କ ନିକଟରେ ନିଜର (୧) ପରିଚୟ ପତ୍ର ( ଆଧାର/ଭୋଟର/ପ୍ୟାନ କାର୍ଡ) ଏବଂ (୨) ବୟସ ପ୍ରମାଣପତ୍ର (ମାଟ୍ରିକ ସାର୍ଟିଫିକେଟ/ Birth Certificate) ସହିତ ହାଜର ହୋଇ ପରୀକ୍ଷା କରିପାରିବେ ।
Medical Fitness Certificate  ପାଇବା ପରେ  homesec.od@nic.in କୁ  ତା୧୨.୦୧.୨୦୨୪ରିଖ ସୁଦ୍ଧା  eMail କରିପାରିବେ।

No comments: