World Odia Language Conference is aimed at promoting the Odia language among the youth, with a special focus on promotion, preservation and propagation of the linguistic heritage.
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ସମ୍ପାନରେ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଚାର ବିମର୍ଶ କରାଯିବ।
ଏହି ସମ୍ମିଳନୀ ସମ୍ବନ୍ଧିତ ସବିଶେଷ ତଥ୍ଯ ନିମ୍ନ ପୋର୍ଟାଲ୍ରେ ଉପଲବ୍ଧ: https://www.worldodiaconference.org/


.jpg)
3 comments:
Discover why cream kitchen cabinets are a popular choice for homeowners seeking a neutral palette with lasting appeal.
Make a bold statement with trending black kitchen cabinets that are redefining modern interiors.
White kitchen cabinets remain a top trend due to their timeless beauty and versatility.
Post a Comment