Wednesday, 30 March 2022

Finance Department won Secretariat Cup

ସଚିବାଳୟ ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ
------
ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇଥିବା ସଚିବାଳୟ ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଅର୍ଥ ବିଭାଗ ସୂଚନା ଲୋକସମ୍ପର୍କ ବିଭାଗକୁ  ହରାଇ ଟାଇଟଲ ହାସଲ କରିଛି। 

ଅର୍ଥ ବିଭାଗ ଚମ୍ପିୟାନ

ସୂଚନା ଲୋକସମ୍ପର୍କ ବିଭାଗ ରନର୍ସ ଅପ

ମ୍ୟାନ ଅଫ ଦି ମ୍ୟାଚ : ଆଲୋକ ଆଲବର୍ଟ ସୋରେଙ୍ଗ

ମ୍ୟାନ ଅଫ ଦି ସିରିଜ : ଆଲୋକ ମହାରଣା

-------

WOMEN TEAMS






POLICE TEAM


STADIUM PACKED



PRIZE DISTRIBUTION











Tuesday, 29 March 2022

Monday, 28 March 2022

Government approves drawal of balance arrear salary

Government have been pleased to release remaining arrear salary  (20%) arising out of revision of pay under ORSP Rules, 2017.

The revised pay was fixed w.e.f. 01.01.2016 for State Government employees and revised salary is being paid from September, 2017. So the arrear from 01.01.2016 to 31.08.2017 was to be paid to the employees. 

80% of this arrear was drawn in three phases as below. 
First Phase :  40%

Second Phase :  10%

Third Phase :  30%

# 10%  of arrear salary (Out of 50% arrear) as employees contribution towards NPS was released vide FD OM No.2858 Dt.11.10.2021 read with FD L No.594 Dt.07.01.2022. So no further deduction will be there for NPS. 

## Employees on retirement were allowed to draw full arrear 



TOSHALI : National Crafts Mela starts today

 


OSSA Election 2022 : ଆଜିଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ


ସଚିବାଳୟ ସେବା ସଂଘ (ଓସା) ର ମୋଟ ୯ ଟି ପଦବୀ ପାଇଁ ସାଧାରଣ ନିର୍ବାଚନ ଆସନ୍ତା ୧୨.୦୪.୨୦୨୨ ରିଖରେ ଅନୁଷ୍ଠିତ ହେବାକୁ ଯାଉଛି। 
୧) ସଭାପତି ୨) ଉପସଭାପତି ୩) ଉପସଭାପତି ୪) ସାଧାରଣ ସଂପାଦକ ୫) ସଂପାଦକ, ୬) ସଂପାଦକ ୭) ସଂପାଦକ ୮) ସଂପାଦକ ୯) ସମୀକ୍ଷକ
ଏଥିପାଇଁ ପ୍ରାର୍ଥୀ ମନୋନୟନ ଦାଖଲ ପ୍ରକ୍ରିୟା ମାର୍ଚ୍ଚ ୨୮ ରୁ ୩୧ ତାରିଖ ପର୍ୟ୍ଯନ୍ତ ଚାଲିବ। ଅପ୍ରେଲ ୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ସଠିକ ଆବେଦନ ତାଲିକା ପ୍ରକାଶିତ ହେବ। ସେହିପରି ଅପ୍ରେଲ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ଏବଂ ସେହିଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ। 
ଏହି ନିର୍ବାଚନ ରେ ଭୋଟ ଗ୍ରହଣ ଅପ୍ରେଲ ୧୨ ତାରିଖ ସକାଳ ୮.୩୦ ଟାରୁ ଅପରାହ୍ନ ୪ଟା ପର୍ୟ୍ଯନ୍ତ ଚାଲିବ। ସେହିଦିନ ସଂଧ୍ଯା ୬.୩୦ରୁ ଭୋଟ ଗଣତି ଆରମ୍ଭ ହୋଇ ନିର୍ବାଚିତ ପ୍ରତିନିଧି ମାନଙ୍କ ତାଲିକା ଘୋଷଣା କରାଯିବ। 

ସଚିବାଳୟ ସେବାର ପ୍ରାୟ ୨୦୦୦ ସଭ୍ଯ ଏହି ନିର୍ବାଚନ ରେ ନିଜର ମତ ସାବ୍ଯସ୍ତ କରିବେ। 

Sunday, 27 March 2022

Two days General Strike on 28th & 29th March



Secretariat Cricket Cup 2022 : FINAL MATCH on 29th March

Inter-Department Short Ball Cricket Tournament 2022
-----
     FINAL MATCH     

Final Match will be played between
 Information & Public Relations Department
Vs
Finance Department
------
       29th MARCH, 2022      

OSS Cadre ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଲା

 


ଓଡିଶା ସଚିବାଳୟ ସେବାସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଗତ ପଞ୍ଚାୟତ ତଥା ପୌରପାଳିକା ନିର୍ବାଚନ ରେ ଅଦ୍ଭୁତପୂର୍ବ ସଫଳତା ପାଇଁ ଅଭିନନ୍ଦନ ଜଣାଇଛି। ଆଜି ନବୀନ ନିବାସ ରେ OSS  Cadre  ର କିଛି ବରିଷ୍ଠ ତଥା ଯୁବ ଅଧିକାରୀ ନବୀନ ପଟ୍ଟନାୟକଙ୍କୁ  ଭେଟିଥିଲେ। ସଚିବାଳୟର ଏହି କ୍ୟାଡର ସରକାରଙ୍କ ସବୁ ବିକାଶୋନ୍ମୋଖୀ କାର୍ଯ୍ୟକ୍ରମ ରେ ସଦାସର୍ବଦା ପୂର୍ଣ୍ଣ ସହଯୋଗ କରୁଥିବାର ସୂଚନା ଦେବା ସହିତ ଆଗାମୀ ଦିନରେ କର୍ମଚାରୀମାନଙ୍କ ହିତ ପାଇଁ ଶୁଭଦ୍ରୁଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା। 

Saturday, 26 March 2022

ମାନବାଧିକାର କମିସନଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ‘ସରକାରୀ ଅଫିସ୍‌ରେ ୬ ମାସ ମଧ୍ୟରେ କ୍ରେଚ୍‌ ତିଆରି କର’

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ୫୦ ବା ତଦୂର୍ଧ୍ଵ ମହିଳା କର୍ମଚାରୀ କାର୍ଯ୍ୟରତ ଥିଲେ, ସେଠାରେ ଶିଶୁମାନଙ୍କ ପାଇଁ କ୍ରେଚ୍‌ ବ୍ୟବସ୍ଥା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ହେଲେ ଅଧିକାଂଶ ସରକାରୀ ଅଫିସ୍‌ରେ ଏହି ସୁବିଧା ନାହିଁ। ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍‌ (ଓଏଚ୍‌ଆର୍‌ସି)। ଆଜି କମିସନ୍‌ର ଅଧ୍ୟକ୍ଷ ଜଷ୍ଟିସ୍‌ ବିଜୟକୃଷ୍ଣ ପଟେଲ, ସଦସ୍ୟ ଜଷ୍ଟିସ୍‌ ରଘୁବୀର ଦାଶ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଆସନ୍ତା ୬ ମାସ ମଧ୍ୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କ୍ରେଚ୍‌ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟ କୁମାର ପଣ୍ଡା, ଗୋଲେଖ ପ୍ରସାଦ ନାୟକ, ଶୁଭାଶିଷ ପଣ୍ଡା, ପ୍ରକାଶ ଚନ୍ଦ୍ର ଦାସ ଓ ବିଶ୍ବପ୍ରିୟ କାନୁନ୍‌ଗୋ ପ୍ରମୁଖ ଆଇନଜୀବୀମାନଙ୍କ ପକ୍ଷରୁ ଆଗତ ଏକ ପିଟିସନ୍‌ର ଶୁଣାଣି କରି କମିସନ ଏହି ରାୟ ଶୁଣାଇଛନ୍ତି।

Friday, 25 March 2022

I & PR and Finance enters Final

Secretariat Cricket Cup 2022
----
ଶୁକ୍ରବାର ଅନୁଷ୍ଠିତ ସୁପର ଥ୍ରୀ ମ୍ୟାଚ ରେ ଅର୍ଥ ବିଭାବ, ମତ୍ସ୍ଯ ପଶୁପାଳନ ବିଭାଗ ଓ ସୂଚନା ଲୋକସମ୍ପର୍କ ବିଭାଗ ଗୋଟିଏ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛନ୍ତି। କିନ୍ତୁ ରନ୍ ରେଟ ଭିତ୍ତିରେ କେବଳ ଅର୍ଥ ବିଭାଗ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ଆସନ୍ତା ୨୮ ତାରିଖରେ ଟାଇଟଲ ଲଢେଇରେ ପରସ୍ପରକୁ ଭେଟିବେ। 

Ceiling on Honorarium payable to a Government Employee

Traffic Regulations during Budget Session of Assembly

 


Budget Session of Assembly starts today

The Budget Session of Odisha Legislative Assembly will start from 25th and continue till March 31.  Budget for the year 2022-23 will be presented on 30th March and the Appropriation Bill on Vote on Account on 31st March. 

Centre Lifts COVID Restrictions : No further orders by MHA

 

Click here to view/download.PDF

Thursday, 24 March 2022

Felicitations of two successful sports person of OSS Cadre

Sri Deep Ranjan Bisoyee (Section Officer, Finance Department), the international awardee in Para Badminton Championship and Mrs Abhisikta Pattnaik (Section Officer, W&CD Deptt), the awardee in All India Civil Service Chess Tournament were felicitated by the Odisha Secretariat Athletic Association in the august hands of the Principal Secretary to Govt, Finance Department at 6.15 PM on 23rd March in the  Secretariat Mini Stadium. 
In this occasion, the following officials were present along with hundreds of employees. 
Sri Chitta Ranjan Hota, Joint Secretary, Finance Department, Sri Debidatta Mishra, President, OSEAA, Sri Hara Prasad Biswal, General Secretary, OSEAA, Trinath Palei, Debi Prasad Das and Sanjib Kumar Mushra, Bibekananda Sahoo and others




ସଚିବାଳୟରେ ଚାକିରୀ : ଅନ୍ୟର ଆଶା ଓ ନିଜର ପାରିବା ପଣିଆ

ଆମ ଗାଁ ସରପଞ୍ଚ ହେବା ପାଇଁ ଲବି କରୁଥିବା ଜଣେ ସଂପର୍କୀୟ ଦାଦା ଭୁବନେଶ୍ୱର ଆସିଥିଲେ। ଉଦ୍ଦେଶ୍ଯ ଥିଲା ସ୍ଥାନୀୟ ବିଧାୟକ ଙ୍କୁ ଦେଖା କରିବା। ସାଙ୍ଗରେ ଆସିଥିଲେ ଆଉ ୩-୪ ସଂପର୍କୀୟ ଗାଁ ଗୁରୁଜନ। ଏମାନେ ପ୍ରାୟତଃ ବିଗତ ୨୦-୩୦ ବର୍ଷ ହେଲା ଗାଁ ରେ ରାଜନୀତି କରୁଛନ୍ତି। ସେ ଦ୍ରୁଷ୍ଟିରେ ଆଜିର ଯୁବ ଗୋଷ୍ଠୀ ସେମାନଙ୍କୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯଦି ଭୁବନେଶ୍ୱର ରେ କୌଣସି ଗାଁ ଲୋକ ଭେଟ ହୁଅନ୍ତି, ତେବେ ସବୁ ଭୁଲିଯାଏ ଆଉ ବହୁତ ଖୁସି ଲାଗେ। ବର୍ଷ ସାରା ବିଧାୟକ ଙ୍କ ସରକାରୀ କ୍ୱାର୍ଟର କୁ ଆସୁଥିଲେ ମଧ୍ଯ, ଏଜି ଛକରୁ ଆଚାର୍ଯ୍ୟ ବିହାର ଫେରିବା ବାଟରେ ବାମ ପଟରେ ସଚିବାଳୟ ଓ ବିଧାନସଭାକୁ କେବଳ ବୋଲେରୋ ଗାଡି ଭିତରୁ ଦେଖନ୍ତି ଅଥଚ ତଥାକଥିତ ସୁରକ୍ଷା ବଳୟ ଭେଦ କରି ଭିତରକୁ ଯିବାର ସ୍ୱପ୍ନ ମଧ୍ଯ ଦେଖିନଥାନ୍ତି। 

Regularisation of DEOs : Government to file writ appeal

Minutes of the meeting in the matter of DATA ENTRY OPERATORS

Government Offices & Banks in Urban area declared holiday for ULB Election


Government Offices Holiday 



Bank Holiday on polling day

Draft Voter List for OSSA Election 2022

Draft voter list for OSSA Election 2022 has been published for information of all. Objection has been invited for any corrections (if any) required before election. It is to be noted that General Election of Odisha Secretariat Service Association (OSSA) is scheduled on 12th April, 2022. Filing of nomination will be started from 28th March. 
Click the link below for the voter list. 

Wednesday, 23 March 2022

Promotion of Under Secretary to the rank of Deputy Secretary


9618 Dt.23.03.2022

Secretariat Inter-Department Volleyball Tournament

Click here to view/download.PDF
(Rules Regulations) 

IPR, FARD and Finance entered Semi Final

ସଚିବାଳୟ ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ବିଜୟ ହାସଲ କରି (୧) ସୂଚନା ଓ ଲୋକସମ୍ପର୍କ (୨) ମତ୍ସ୍ଯ ଓ ପଶୁପାଳନ ଏବଂ (୩) ଅର୍ଥ ବିଭାଗ ସେମି ଫାଇନାଲରେ ପ୍ରବେଶ  କରିଛନ୍ତି।

- ମତ୍ସ୍ଯ ଓ ପଶୁପାଳନ ବିଭାଗ ୫ ଉଇକେଟରେ ସାଧାରଣ ପ୍ରଶାସନ ବିଭାଗ କୁ ପରାସ୍ତ କରିଛି। 
GAA (81/1) Vs F&ARD (82/3) 

- ଅର୍ଥ ବିଭାଗ ୭ ଉଇକେଟରେ ଉଚ୍ଚଶିକ୍ଷା ବିଭାଗ କୁ ପରାସ୍ତ କରିଛି। 
Higher Education (65/5) Vs Finance (68/1) 

- ସୂଚନା ଓ ଲୋକସମ୍ପର୍କ ବିଭାଗ ୩୮ ରନ୍ ରେ ଶକ୍ତି ବିଭାଗ କୁ ପରାସ୍ତ କରିଛି।
I&PR (100/3) Vs Energy (62/7) 

For detail Scoreboard, download CRICHEROES App

ଉପରୋକ୍ତ ତିନି ବିଜୟୀ ଦଳ ମଧ୍ୟରେ ତିନୋଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଶେଷରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଟାଇଟଲ ଲଢେଇ (ଫାଇନାଲ) ହେବ। 

Tuesday, 22 March 2022

Secretariat Cricket Cup 2022 : Knockout Matches

ସଚିବାଳୟ ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ନକଆଉଟ ପର୍ଯ୍ୟାୟ ଶେଷ ହୋଇଯାଇଛି। ଏଥିରେ ସାଧାରଣ ପ୍ରଶାସନ, ମତ୍ସ୍ଯ ଓ ପଶୁପାଳନ, ସୁଚନା ଲୋକସଂପର୍କ, ଶକ୍ତି, ଉଚ୍ଚ ଶିକ୍ଷା ଏବଂ ଅର୍ଥ ବିଭାଗ କ୍ୱାର୍ଟର ଫାଇନାଲ କୁ ଉନ୍ନୀତ ହୋଇଛନ୍ତି। 

KNOCKOUT MATCHES (KO) 
KO -1 : (Gr 1 & 12 ) GAA (101/5) Vs HFW (53/4) 
KO -2 : (Gr 6 & 7) FARD (67/5) Vs COOP (66/7) 
KO -3 : (Gr 2 & 11) IPR Vs GAB (Abs) 
KO -4 : (Gr 5 & 8)  Energy Vs Law (Abs) 
KO -5 : (Gr 3 & 10) HE (110/3) Vs AGRI (92/7) 
KO -6 : (Gr 4 & 9) Finance (74/1) Vs Home (60/3) 

ସେହିପରି ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ସୂଚନା ଲୋକସମ୍ପର୍କ ବିଭାଗ, ଶକ୍ତି ବିଭାଗ କୁ ୩୮ ରନ୍ ରେ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲ କୁ ପ୍ରବେଶ କରିଛି। 

QUARTER FINAL MATCHES (QF) 
QF-1 : I & PR (100/3) Vs Energy (62/7) 

For live updates download CRICHEROES App