Wednesday 23 March 2022

IPR, FARD and Finance entered Semi Final

ସଚିବାଳୟ ଆନ୍ତଃ ବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ବିଜୟ ହାସଲ କରି (୧) ସୂଚନା ଓ ଲୋକସମ୍ପର୍କ (୨) ମତ୍ସ୍ଯ ଓ ପଶୁପାଳନ ଏବଂ (୩) ଅର୍ଥ ବିଭାଗ ସେମି ଫାଇନାଲରେ ପ୍ରବେଶ  କରିଛନ୍ତି।

- ମତ୍ସ୍ଯ ଓ ପଶୁପାଳନ ବିଭାଗ ୫ ଉଇକେଟରେ ସାଧାରଣ ପ୍ରଶାସନ ବିଭାଗ କୁ ପରାସ୍ତ କରିଛି। 
GAA (81/1) Vs F&ARD (82/3) 

- ଅର୍ଥ ବିଭାଗ ୭ ଉଇକେଟରେ ଉଚ୍ଚଶିକ୍ଷା ବିଭାଗ କୁ ପରାସ୍ତ କରିଛି। 
Higher Education (65/5) Vs Finance (68/1) 

- ସୂଚନା ଓ ଲୋକସମ୍ପର୍କ ବିଭାଗ ୩୮ ରନ୍ ରେ ଶକ୍ତି ବିଭାଗ କୁ ପରାସ୍ତ କରିଛି।
I&PR (100/3) Vs Energy (62/7) 

For detail Scoreboard, download CRICHEROES App

ଉପରୋକ୍ତ ତିନି ବିଜୟୀ ଦଳ ମଧ୍ୟରେ ତିନୋଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଶେଷରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଟାଇଟଲ ଲଢେଇ (ଫାଇନାଲ) ହେବ। 

No comments: