Thursday 31 March 2022

OSSA Election : ନୂତନ ଆଶା ଓ ସମ୍ଭାବନା

ରାଜ୍ୟ ସଚିବାଳୟ ସେବା ସଂଘ (OSSA) ର ସାଧାରଣ ନିର୍ବାଚନ ପାଇଁ ଆଜି ମନୋନୟନ ପତ୍ର ଦାଖଲର ଶେଷ ଦିନ ଥିଲା। ଇତି ମଧ୍ୟରେ ମୋଟ ୯ ଟି ପଦବୀ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବାର ସୂଚନା ମିଳିଛି। 
ଆସନ୍ତାକାଲି (୧ ଅପ୍ରେଲ) ନିର୍ବାଚନ କମିଶନ ପ୍ରାର୍ଥୀପତ୍ର ଯାଞ୍ଚ କରି ସଠିକ ତାଲିକା ପ୍ରକାଶ କରିବେ। ପରଦିନ ଅର୍ଥାତ୍ ଏପ୍ରିଲ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି।ସେହିଦିନ ଚୁଡାନ୍ତ ତାଲିକା ମଧ୍ଯ ପ୍ରକାଶ ପାଇବ। 

ଯାହା ଆଶା କରାଯାଏ, ଆସନ୍ତା ୧୨ ତାରିଖ ନିର୍ବାଚନରେ ଦୁଇ ପ୍ରମୁଖ ପ୍ୟାନେଲ ମଧ୍ୟରେ ତୀବ୍ର ଲଢେଇ ହେବ। 

President (1 post) 
Ajaya Kumar Swain
Padama Lochan Nayak
Hara Prasad Biswal
Jagabandhu Sika

Vice President (2 posts) 
Akshaya Kumar Parida
Pratyusha Kumar Kanar
Asit Kumar Jena
Rashmi Ranjan Rana
Bibhabasu Mishra

General Secretary (1 post) 
Prajyotna Baral
Bibekananda Samal
Biswaranjan Pradhan

Secretary (4 posts) 
Amit Kumar Mohanty
Vibekananda Sahoo
Bishnu Charan Naik
Chiranjeevi Swain
Pankaj Kumar Sahoo
Lalatendu Keshri Rout
Manas Ranjan Sutar
Sameer Kumar Pradhan
Satyaranjan Praharaj

Auditor (1 post) 
Lalit Mohan Das
Bijayani Hembram

💐💐 *All the Best* 💐💐💐

No comments: