Friday 25 March 2022

I & PR and Finance enters Final

Secretariat Cricket Cup 2022
----
ଶୁକ୍ରବାର ଅନୁଷ୍ଠିତ ସୁପର ଥ୍ରୀ ମ୍ୟାଚ ରେ ଅର୍ଥ ବିଭାବ, ମତ୍ସ୍ଯ ପଶୁପାଳନ ବିଭାଗ ଓ ସୂଚନା ଲୋକସମ୍ପର୍କ ବିଭାଗ ଗୋଟିଏ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛନ୍ତି। କିନ୍ତୁ ରନ୍ ରେଟ ଭିତ୍ତିରେ କେବଳ ଅର୍ଥ ବିଭାଗ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ଆସନ୍ତା ୨୮ ତାରିଖରେ ଟାଇଟଲ ଲଢେଇରେ ପରସ୍ପରକୁ ଭେଟିବେ। 


No comments: