Sunday 27 March 2022

OSS Cadre ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଲା

 


ଓଡିଶା ସଚିବାଳୟ ସେବାସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଗତ ପଞ୍ଚାୟତ ତଥା ପୌରପାଳିକା ନିର୍ବାଚନ ରେ ଅଦ୍ଭୁତପୂର୍ବ ସଫଳତା ପାଇଁ ଅଭିନନ୍ଦନ ଜଣାଇଛି। ଆଜି ନବୀନ ନିବାସ ରେ OSS  Cadre  ର କିଛି ବରିଷ୍ଠ ତଥା ଯୁବ ଅଧିକାରୀ ନବୀନ ପଟ୍ଟନାୟକଙ୍କୁ  ଭେଟିଥିଲେ। ସଚିବାଳୟର ଏହି କ୍ୟାଡର ସରକାରଙ୍କ ସବୁ ବିକାଶୋନ୍ମୋଖୀ କାର୍ଯ୍ୟକ୍ରମ ରେ ସଦାସର୍ବଦା ପୂର୍ଣ୍ଣ ସହଯୋଗ କରୁଥିବାର ସୂଚନା ଦେବା ସହିତ ଆଗାମୀ ଦିନରେ କର୍ମଚାରୀମାନଙ୍କ ହିତ ପାଇଁ ଶୁଭଦ୍ରୁଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା। 

No comments: