Monday 7 March 2022

Vir Vikram Yadav, IAS takes charge of Works Department

ଆଜି ଅପରାହ୍ନରେ ଶ୍ରୀ ବିର ବିକ୍ରମ ଯାଦବ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି। 
ପୂର୍ବତନ କମିଶନର ତଥା ଶାସନ ସଚିବ ଡ଼ କ୍ରିଷନ୍ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ନିଜର ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି। ଏ ଅବସରରେ ବିଭାଗର ସମସ୍ତ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ରହି ଡ଼ କ୍ରିଷନ କୁମାରଙ୍କୁ ବିଦାୟ ତଥା ନୂତନ ଶାସନ ସଚିବଙ୍କୁ ସ୍ୱାଗତ କରିଥିଲେ। 



No comments: