Thursday 10 March 2022

NBSP welcome new Principal Secretary, Works

ନିର୍ମାଣ ବିଭାଗ ସାଂସ୍କୃତିକ ପରିଷଦର କର୍ମକର୍ତ୍ତାଗଣ ତଥା ସଭ୍ଯ/ସଭ୍ୟା ନିର୍ମାଣ ବିଭାଗର ନୂତନ ଭାବେ ଦାୟୀତ୍ୱ ନେଇଥିବା ପ୍ରମୁଖ ଶାସନ ସଚିବ ଶ୍ରୀ ବିର ବିକ୍ରମ ଯାଦବଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ପରିଷଦର ଉପ-ସଭାପତି ଶ୍ରୀ ମନୋଜ କୁମାର ଷଡଙ୍ଗୀ ପୁଷ୍ପ ଗୁଚ୍ଛ ଦେଇ ପରିଷଦ ତରଫରୁ ଅଭିନନ୍ଦନ ଜଣାଇଥିଲେ । 

No comments: