ସଚିବାଳୟ ଚେସ୍ ଆସୋସିଏସନ ତରଫରୁ ୧୦ଦିନ ଧରି ହେବାକୁ ଥିବା ଚେସ୍ ଟୁର୍ଣ୍ଣାମେଣ୍ଟ ଗତକାଲି ସଚିବାଳୟ ସେବା ସଂଘର କ୍ୟାମ୍ପସ-୨ ରେ ଉଦଘାଟିତ ହୋଇଯାଇଛି। ଏଥିରେ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ସଚିବାଳୟ ସେବା ସଂଘର ସଭାପତି ଶ୍ରୀ ଅଜୟ ସ୍ୱାଇଁ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଚେସ୍ ଆସୋସିଏସନ ର ସଂପାଦକ ଶ୍ରୀ ନୀଳମଣି ପାତ୍ର ଏହାକୁ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୦ ତାରିଖ ପର୍ୟ୍ଯନ୍ତ ଚାଲିବ।
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- ELECTION 2024
- JEA/PA/PS
- Typist
- DEO Cadre
- Auditor (CCA)
- 7th PAY
- DA/DR
- OPS/NPS/UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
- GIS Advance
- Reference Books
Subscribe to:
Post Comments (Atom)












No comments:
Post a Comment