ଗତକାଲି ରାଜ୍ଯ ମହିଳା ହକିରେ ଚମ୍ପିୟାନ ହୋଇଥିବା ଓଡ଼ିଶା ସଚିବାଳୟ ହକି ଦଳକୁ ଲୋକସେବା ଭବନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ ସଚିବାଳୟ କର୍ମଚାରୀ ଆଥଲେଟିକ ଆସୋସିଏସନ ତରଫରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ, ଆସୋସିଏସନର ହର ପ୍ରସାଦ ବିଶ୍ୱାଳ, ଦେବୀଦତ୍ତ ରଥ ପ୍ରମୁଖ ଯୋଗଦାନ କରିଥିଲେ। ସମସ୍ତ ଖେଳାଳୀଙ୍କୁ ପୁଷ୍ପ ଗୁଚ୍ଛ ତଥା ଉତ୍ତରୀୟ ପ୍ରଦାନ କରାଯିବା ସହିତ ଏହି ଟିମ୍ ଗଠନ କରି ଟୁର୍ଣ୍ଣାମେଣ୍ଟ ଖେଳିବା ଏବଂ ଟ୍ରଫି ଜିତିବା ପର୍ୟ୍ଯନ୍ତ ବିଶେଷ ସହଯୋଗ/ଉଦ୍ୟମ କରିଥିବା ରବି ରୋସନ ଲାକ୍ରା ତଥା ଆଲୋକ ଆଲବର୍ଟ ଙ୍କୁ ଧନ୍ଯବାଦ ଅର୍ପଣ କରାଯାଇଥିଲା। ଉକ୍ତ ସଭା ସରିବା ପରେ ଖେଳାଳୀ ମାନେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS
- NPS
- UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
Pages
Subscribe to:
Post Comments (Atom)



















.jpg)
No comments:
Post a Comment